ଭାଗ୍ୟ ବଦଳାଇବାକୁ ଚାହୁଁଛନ୍ତି କି? ଆପଣାଇ ପାରନ୍ତି ଏହି ଉପାୟ

ଆମେ ସମସ୍ତେ ଅର୍ଥ ଉପାର୍ଜନ କରିବା ଲାଗି କଠିନ ପରିଶ୍ରମ କରନ୍ତି।  ହେଲେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଆପଣେଇଲେ ଧନୀ ହେବାର ବାଟ ଧୀରେ ଧୀରେ ଖୋଲିଯିବ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେ ସଂପର୍କରେ। ଉପାୟଟି ହେଉଛି ଏମିତି। ଗୋଲମରିଚର ୫ଟି ଦାନା ଆଣି ନିଜ ମୁଣ୍ଡରେ ୭ଥର  ଘୂରାଇ ଦିଅନ୍ତୁ। ମୁଣ୍ଡରେ ଘୂରାଇ ସାରିବା ପରେ କୌଣସି ଚାରି ମୁହାଁ ରାସ୍ତାରେ ଠିଆ […]

1

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 08:50 AM IST

ଆମେ ସମସ୍ତେ ଅର୍ଥ ଉପାର୍ଜନ କରିବା ଲାଗି କଠିନ ପରିଶ୍ରମ କରନ୍ତି।  ହେଲେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ଜ୍ୟୋତିଷ ଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଆପଣେଇଲେ ଧନୀ ହେବାର ବାଟ ଧୀରେ ଧୀରେ ଖୋଲିଯିବ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେ ସଂପର୍କରେ।

ଉପାୟଟି ହେଉଛି ଏମିତି। ଗୋଲମରିଚର ୫ଟି ଦାନା ଆଣି ନିଜ ମୁଣ୍ଡରେ ୭ଥର  ଘୂରାଇ ଦିଅନ୍ତୁ। ମୁଣ୍ଡରେ ଘୂରାଇ ସାରିବା ପରେ କୌଣସି ଚାରି ମୁହାଁ ରାସ୍ତାରେ ଠିଆ ହୋଇ ୪ଟି ଦାନାକୁ ଚାରଟି ଦିଗରେ ଫିଙ୍ଗି ଦିଅନ୍ତୁ। ପଞ୍ଚମ ଦାନାକୁ ଆକାଶ ଆଡ଼କୁ ଫିଙ୍ଗି ଦିଅନ୍ତୁ। ଏପରି କଲେ କିଛି ଦିନ ମଧ୍ୟରେ ଏହାର ଫଳ ଆପଣ ଜାଣିପାରିବେ।

Related story