/odisha-reporter/media/post_attachments/uploadimage/library/16_9/16_9_0/IMAGE_1688115674.jpg)
Adhara Pana 2023 Live Updates
ସୁନାବେଶ ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥରୁଢ଼ ଠାକୁମାନଙ୍କୁ ଅଧରପଣା ଅର୍ପଣ କରାଯାଏ। ସ୍ୱତନ୍ତ୍ର ହାଣ୍ଡିରେ ଏହି ପଣା ଠାକୁରମାନଙ୍କୁ ପଞ୍ଚୋପଚାରରେ ପୂଜା କରାଯାଏ। ପରେ ଠାକୁରଙ୍କ ଅଥର ଚୁମ୍ପିତ ପଣା ଭର୍ତ୍ତି ହୋଇରହିଥିବା ବିଶାଳ ହାଣ୍ଡିକୁ ଭାଙ୍ଗି ରଥର ପାର୍ଶ୍ୱ ଦେବଦେବୀ, ଯକ୍ଷ, କିନ୍ନର, ଚଣ୍ଡି, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରିଦିଆଯାଏ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ odishareporter.in
- Jun 30, 2023 17:36 IST
କ’ଣ ପାଇଁ ମହାପ୍ରଭୁଙ୍କୁ ଦିଆଯାଏ ଅଧର ପଣା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନଦିନ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ।..... ଅଧିକ ପଢ଼ନ୍ତୁ
- Jun 30, 2023 14:08 IST
ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, କାଲି ନିଳାଦ୍ରୀ ବିଜେ
ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ଅଧିକ ପଢ଼ନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
