ଆଜି ନୀଳାଦ୍ରି ବିଜେ

ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଠାକୁରମାନେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଏହି ସମୟରେ ଲକ୍ଷ୍ମୀନାରାୟଣ କଳି ନାମରେ ଏକ ନୀତି ମଧ୍ୟ ହୋଇଥାଏ। ଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ସେବକମାନେ ରସଗୋଲା ଭୋଗ କରାଯାଇଥାଏ। ମହାରାଣୀ ଶ୍ରୀଗୁଣ୍ଡିଚାଙ୍କୁ ଠାକୁର ଦେଇଥିବା ବର ମୁତାବକ ଏହି ନବଦିନାଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ରରେ ହେଉଥିବା ପୁରାଣରେ ବର୍ଣ୍ଣିତ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ odishareporter.in

Niladri Bije 2023 PhotoOdisha Reporter

ନୀଳାଦ୍ରି ବିଜେ

Sonali Kabi
  • Published: Saturday, 01 July 2023
  • Updated: 01 July 2023, 07:48 PM IST

Sports

Latest News

ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ

Posted by:-Sonali Kabi, 2 years ago (Saturday, 01 Jul 2023)

ନୀଳକନ୍ଦରକୁ ବିଜେ ହେଲେ ଶ୍ରୀସୁଦର୍ଶନ

Posted by:-Niranjan Mishra, 2 years ago (Saturday, 01 Jul 2023)

ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ: ମାନବୀୟ ଲୀଳାଖେଳା ଶେଷ କରି ବାହୁଡୁଛନ୍ତି ତିନି ଠାକୁର

Posted by:-Niranjan Mishra, 2 years ago (Saturday, 01 Jul 2023)

ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

Posted by:-Sonali Kabi, 2 years ago (Saturday, 01 Jul 2023)
  • ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଅଧିକ ପଢ଼ନ୍ତୁ...

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos