/odisha-reporter/media/post_attachments/uploadimage/library/16_9/16_9_0/IMAGE_1688205815.jpg)
Niladri Bije 2023
ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଠାକୁରମାନେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଏହି ସମୟରେ ଲକ୍ଷ୍ମୀନାରାୟଣ କଳି ନାମରେ ଏକ ନୀତି ମଧ୍ୟ ହୋଇଥାଏ। ଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ସେବକମାନେ ରସଗୋଲା ଭୋଗ କରାଯାଇଥାଏ। ମହାରାଣୀ ଶ୍ରୀଗୁଣ୍ଡିଚାଙ୍କୁ ଠାକୁର ଦେଇଥିବା ବର ମୁତାବକ ଏହି ନବଦିନାଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ରରେ ହେଉଥିବା ପୁରାଣରେ ବର୍ଣ୍ଣିତ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁodishareporter.in
- Jul 01, 2023 19:48 IST
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ: ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରୁଛନ୍ତି ମହାପ୍ରଭୁ ଶ୍ରୀବଳଭଦ୍ର #Odisha#Puri#RathaYatra2023pic.twitter.com/lHwScTyLHx
— Odisha Reporter (@OdishaReporter) July 1, 2023
- Jul 01, 2023 18:29 IST
ନୀଳକନ୍ଦରକୁ ବିଜେ ହେଲେ ଶ୍ରୀସୁଦର୍ଶନ
ନୀଳକନ୍ଦରକୁ ବିଜେ ହେଲେ ଶ୍ରୀସୁଦର୍ଶନ #Odisha#Puri#RathaYatra2023pic.twitter.com/7LHkCzpnwP
— Odisha Reporter (@OdishaReporter) July 1, 2023
- Jul 01, 2023 18:27 IST
ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ: ମାନବୀୟ ଲୀଳାଖେଳା ଶେଷ କରି ବାହୁଡୁଛନ୍ତି ତିନି ଠାକୁର
ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ: ମାନବୀୟ ଲୀଳାଖେଳା ଶେଷ କରି ବାହୁଡୁଛନ୍ତି ତିନି ଠାକୁର, ବାଜୁଛି ବିଜେ କାହାଳୀ, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ସିଂହଦ୍ୱାର; ଗୋଟି ପହଣ୍ଡିରେ ରତ୍ନସିଂହାସନ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଦକ୍ଷିଣୀ ଘରେ ବିଜେ କଲେ ମଦନମୋହନ ଓ ରାମକୃଷ୍ଣ #Odisha#Puripic.twitter.com/YNi26ZQu9J
— Odisha Reporter (@OdishaReporter) July 1, 2023
- Jul 01, 2023 15:35 IST
ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଅଧିକ ପଢ଼ନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
