Advertisment

ଆଜି ନୀଳାଦ୍ରି ବିଜେ

ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ

ଅଦ୍ୟତନ ହୋଇଛି
Niladri Bije 2023 Live Updates

Niladri Bije 2023

Advertisment

ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ଦିନ ଠାକୁରମାନଙ୍କ ନୀଳାଦ୍ରି ବିଜେ ଉତ୍ସବ ହୋଇଥାଏ। ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଠାକୁରମାନେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଏହି ସମୟରେ ଲକ୍ଷ୍ମୀନାରାୟଣ କଳି ନାମରେ ଏକ ନୀତି ମଧ୍ୟ ହୋଇଥାଏ। ଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ସେବକମାନେ ରସଗୋଲା ଭୋଗ କରାଯାଇଥାଏ। ମହାରାଣୀ ଶ୍ରୀଗୁଣ୍ଡିଚାଙ୍କୁ ଠାକୁର ଦେଇଥିବା ବର ମୁତାବକ ଏହି ନବଦିନାଙ୍କ ରଥଯାତ୍ରା ଶ୍ରୀକ୍ଷେତ୍ରରେ ହେଉଥିବା ପୁରାଣରେ ବର୍ଣ୍ଣିତ। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁodishareporter.in

Advertisment
  • Jul 01, 2023 19:48 IST

    ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ

  • Jul 01, 2023 18:29 IST

    ନୀଳକନ୍ଦରକୁ ବିଜେ ହେଲେ ଶ୍ରୀସୁଦର୍ଶନ

  • Jul 01, 2023 18:27 IST

    ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ: ମାନବୀୟ ଲୀଳାଖେଳା ଶେଷ କରି ବାହୁଡୁଛନ୍ତି ତିନି ଠାକୁର

  • Jul 01, 2023 15:35 IST

    ଆଜି ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

    ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଅଧିକ ପଢ଼ନ୍ତୁ...

Ratha Yatra Niladri Bije
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe