/odisha-reporter/media/post_attachments/uploadimage/library/16_9/16_9_0/IMAGE_1720276754.jpg)
Ratha Yatra
ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ହୋଇଛି ରଥଟଣା। ତିନି ରଥ ପହଞ୍ଚି ଯାଇଛନ୍ତି ଶ୍ରୀଗୁଣ୍ଡିଚା ସମ୍ମୁଖରେ। ସେଠାରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର।
- Jul 09, 2024 09:26 IST
ଶରଧାବାଲିରେ ଶ୍ରୀଜିଉ
ଶରଧାବାଲିରେ ଶ୍ରୀଜିଉ। ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ #Odisha#Puri#Rathajatra2024#RathaYatra2024#RathaJatrapic.twitter.com/jSlfERIXJS
— Odisha Reporter (@OdishaReporter) July 9, 2024
- Jul 09, 2024 09:20 IST
ଅଷ୍ଟ୍ରେଲିଆରେ ଗଡ଼ିଲା ମହାପ୍ରଭୁଙ୍କ ରଥ
ଅଷ୍ଟ୍ରେଲିଆରେ ଗଡ଼ିଲା ମହାପ୍ରଭୁଙ୍କ ରଥ। ବିଦେଶରେ ରହୁଥିବା ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ ଏକାଠି ହୋଇ ଏହି ପବିତ୍ର ରଥଯାତ୍ରା ପାଳନ କରିଛନ୍ତି।#Rathajatra2024#australia#JayJagannath#RathaYatra#devoteespic.twitter.com/sZv56lMJ8e
— Odisha Reporter (@OdishaReporter) July 9, 2024
- Jul 09, 2024 08:54 IST
ରଥ ଶର୍ମା ଗାଇଲେ କାଳିଆ ଭଜନ
- Jul 09, 2024 08:48 IST
ଆଜି ପୁଣି କେନ୍ଦ୍ରାପଡ଼ା ଓ ବାରିପଦାରେ ଟଣାଯିବ ରଥ
ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ।...ଆହୁରି ପଢ଼ନ୍ତୁ
- Jul 09, 2024 08:48 IST
ଆଜି ପୁଣି କେନ୍ଦ୍ରାପଡ଼ା ଓ ବାରିପଦାରେ ଟଣାଯିବ ରଥ
ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ।...ଆହୁରି ପଢ଼ନ୍ତୁ
- Jul 09, 2024 07:47 IST
ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ
ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।...ଆହୁରି ପଢ଼ନ୍ତୁ
- Jul 08, 2024 20:52 IST
କାଲି ଟଣାଯିବ ବ୍ରହ୍ମ ତାଳଧ୍ବଜ ରଥ
* କେନ୍ଦ୍ରାପଡ଼ା: ଅଧାରେ ଫସିଲା ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ
* ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ଼ ନେଇ ଅଧାରେ ଅଟକିଲା
* ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ
* ରାତିରେ କାମ ସରିଲେ କାଲି ଦିନ ୧୧ରୁ ଟଣାଯିବ କହିଲେ ଜିଲ୍ଲାପାଳ #Odisha#RathaJatra#Rathajatra2024#RathaYatra2024pic.twitter.com/wasKTQynGT— Odisha Reporter (@OdishaReporter) July 8, 2024
- Jul 08, 2024 20:52 IST
ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ #Odisha#Baripadahttps://t.co/qjtJsWGycs
— Odisha Reporter (@OdishaReporter) July 8, 2024
- Jul 08, 2024 17:57 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥରୁ ଦର୍ଶନ ଦେଉଛନ୍ତି ତିନି ଠାକୁର
ଶରଧାବାଲିରେ ତିନି ରଥ, ଦେଖନ୍ତୁ କିଛି ଫଟୋ #Odisha#Puri#Rathajatra2024#RathaYatra2024#RathaJatrahttps://t.co/uY6xGZMtTh
— Odisha Reporter (@OdishaReporter) July 8, 2024
- Jul 08, 2024 17:39 IST
ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ
ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ #Odisha#Rathajatra2024https://t.co/SswhrbiEx7
— Odisha Reporter (@OdishaReporter) July 8, 2024
- Jul 08, 2024 17:05 IST
ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ
#ଶରଧାବାଲିରେ_ତିନିରଥ
ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । #Odisha#Puri#RathaYatra#RathaJatra#RathaYatra2024pic.twitter.com/Sm5f8H6YZV— Odisha Reporter (@OdishaReporter) July 8, 2024
- Jul 08, 2024 16:57 IST
ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ । ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । #Odisha#Puri#RathaYatra#RathaJatra#RathaYatra2024pic.twitter.com/iFSRzPgtmV
— Odisha Reporter (@OdishaReporter) July 8, 2024
- Jul 08, 2024 16:44 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ
- Jul 08, 2024 16:34 IST
ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ
'#ସବୁ_ସେହି_କାଳିଆର_ଲୀଳା'
ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ଏହି ଅବସରରେ ଜଣେ ଭକ୍ତ କହିଛନ୍ତି, ଆମ ଟ୍ରେନ ଟିକେଟ କନଫର୍ମ ନଥିଲା, କାଲି ରାତିରେ କନଫର୍ମ ହେଲା । ଆଜି ଆମେ ବଡ଼ଦାଣ୍ଡରେ ପହଞ୍ଚିଗଲୁ। ସବୁ ସେହି କାଳିଆର ଲୀଳା । #Puri#RathaJatra#RathaYatra2024pic.twitter.com/LYQEjf3vXb— Odisha Reporter (@OdishaReporter) July 8, 2024
- Jul 08, 2024 16:11 IST
ଶରଧାବାଲିରେ ତିନି ରଥ
* ନବଦିନାତ୍ମକ ଯାତ୍ରା; ଶରଧାବାଲିରେ ତିନିରଥ
* ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ
* ଶ୍ରୀଗୁଣ୍ଡିଚା ମନ୍ଦିରରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ
* ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ #Odisha#Puri#RathaYatra#RathaJatra#RathaYatra2024pic.twitter.com/kCqjol4Vzo— Odisha Reporter (@OdishaReporter) July 8, 2024
- Jul 08, 2024 15:54 IST
ଜଗା ପ୍ରେମରେ କୁନି ଭକ୍ତ
#ଜଗା_ପ୍ରେମରେ_କୁନି_ଭକ୍ତ
ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ଏହି
ଅବସରରେ ବଡ଼ଦାଣ୍ଡରେ କୁନି ଭକ୍ତ ଗାଇଲେ ଭଜନ... #Puri#RathaYatra#RathaJatra#RathaYatra2024pic.twitter.com/3JnP7DGtli— Odisha Reporter (@OdishaReporter) July 8, 2024
- Jul 08, 2024 14:49 IST
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ #Puri#RathaYatra#RathaJatra#RathaYatra2024pic.twitter.com/VUq89rQv9t
— Odisha Reporter (@OdishaReporter) July 8, 2024
- Jul 08, 2024 14:16 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ବଜ, ଦର୍ପଦଳନ ରଥ
#୨_ରଥ_ପହଞ୍ଚିଲା
* ଶରଧାବାଲିରେ ବଡ଼ଠାକୁର ବଳଭଦ୍ର ଓ ମା' ସୁଭଦ୍ରା
* ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ବଜ, ଦର୍ପଦଳନ ରଥ
* ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଓ ମାଆ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଲା #Puri#RathaYatra#RathaJatra#RathaYatra2024pic.twitter.com/WjU4YlK8cg— Odisha Reporter (@OdishaReporter) July 8, 2024
- Jul 08, 2024 14:08 IST
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ
ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । #RathaYatra#RathaJatra#RathaYatra2024pic.twitter.com/nuIuRYasNK
— Odisha Reporter (@OdishaReporter) July 8, 2024
- Jul 08, 2024 14:03 IST
ଗୁଣ୍ଡିଚା ମନ୍ଦିର ମୁହାଁ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ
ଗୁଣ୍ଡିଚା ମନ୍ଦିର ମୁହାଁ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ। #RathaJatra#RathaYatra#RathaYatra2024pic.twitter.com/zWi8fwZ5yp
— Odisha Reporter (@OdishaReporter) July 8, 2024
- Jul 08, 2024 14:01 IST
ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ
ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । #RathaJatra#RathaYatra#RathaYatra2024pic.twitter.com/HlICyGJHQN
— Odisha Reporter (@OdishaReporter) July 8, 2024
- Jul 08, 2024 13:37 IST
ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ
ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର।#Puri#RathaYatra#RathaJatra#RathaYatra2024pic.twitter.com/tiJAUgpn6b
— Odisha Reporter (@OdishaReporter) July 8, 2024
- Jul 08, 2024 13:31 IST
ବଡ଼ଦାଣ୍ଡରେ ଗଡ଼ିଲା କୁନି ରଥ
- Jul 08, 2024 13:03 IST
ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ
ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ,ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ,ଶେଷରେ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ #Puri#RathaYatra#RathaJatra#RathaYatra2024pic.twitter.com/QtQe8kXbmT
— Odisha Reporter (@OdishaReporter) July 8, 2024
- Jul 08, 2024 12:25 IST
ଭକ୍ତିରେ ବିଭୋର ହୋଇ ବଡ଼ଦାଣ୍ଡରେ ନାଚିଲେ ଭକ୍ତ
#ଜୟ_ଜଗନ୍ନାଥ_ଧ୍ୱନିରେ_ପ୍ରକମ୍ପିତ_ବଡ଼ଦାଣ୍ଡ
ରତ୍ନ ମଣ୍ଡପରୁ ଜନ୍ମବେଦି ଅଭିମୁଖେ ଯାଉଛନ୍ତି ଶ୍ରୀଜିଉ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭକ୍ତିରେ ବିଭୋର ହୋଇ ବଡ଼ଦାଣ୍ଡରେ ନାଚିଲେ ଭକ୍ତ । #Odisha#RathaJatra#RathaYatra#RathaYatra2024pic.twitter.com/6u0VAu7Gyj— Odisha Reporter (@OdishaReporter) July 8, 2024
- Jul 08, 2024 12:21 IST
ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର
ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର #Puri#RathaYatra#RathaJatra#RathaYatra2024pic.twitter.com/zKOjhdxXc7
— Odisha Reporter (@OdishaReporter) July 8, 2024
- Jul 08, 2024 12:10 IST
କାଳିଆ ସାଆନ୍ତେଙ୍କୁ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତେଙ୍କୁ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ । #Odisha#RathaJatra#RathaYatra#RathaYatra2024pic.twitter.com/0SIV62MfM5
— Odisha Reporter (@OdishaReporter) July 8, 2024
- Jul 08, 2024 12:05 IST
ବଡ଼ ଦାଣ୍ଡରେ ଭକ୍ତଙ୍କ ଉପରେ କରାଯାଉଛି ପାଣି ସ୍ପ୍ରେ
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ବଡ଼ ଦାଣ୍ଡରେ ଭକ୍ତଙ୍କ ଉପରେ କରାଯାଉଛି ପାଣି ସ୍ପ୍ରେ #Puri#RathaYatra#RathaJatra#RathaYatra2024pic.twitter.com/AnoFCJGQPZ
— Odisha Reporter (@OdishaReporter) July 8, 2024
- Jul 08, 2024 11:47 IST
ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ
ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ।#Puri#RathaYatra#RathaJatra#RathaYatra2024pic.twitter.com/puVBbob1X9
— Odisha Reporter (@OdishaReporter) July 8, 2024
- Jul 08, 2024 11:36 IST
କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଆତ୍ମହରା ଭକ୍ତ
- Jul 08, 2024 11:28 IST
ବିଦେଶିନୀ ଗାଇଲେ ଜଗନ୍ନାଥଙ୍କ ଭଜନ
- Jul 08, 2024 11:22 IST
ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଭକ୍ତ
ଲୋକାରଣ୍ୟ ବଡ଼ ଦାଣ୍ଡ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଉଛନ୍ତି ଭକ୍ତ #Puri#RathaYatra#RathaJatra#RathaYatra2024pic.twitter.com/A83EYt9qo4
— Odisha Reporter (@OdishaReporter) July 8, 2024
- Jul 08, 2024 11:21 IST
ଦେବୀ ସୁଭଦ୍ରାଙ୍କ ଦର୍ପଦଳନଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ
ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ସୁଭଦ୍ରାଙ୍କ ଦର୍ପଦଳନଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ #Puri#RathaYatra#RathaJatra#RathaYatra2024pic.twitter.com/pVPzSuFeNJ
— Odisha Reporter (@OdishaReporter) July 8, 2024
- Jul 08, 2024 11:05 IST
ରଥ ଉପରେ ଦେବୀ ସୁଭଦ୍ରାଙ୍କ ଆଳତି
- Jul 08, 2024 11:04 IST
ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି
ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି। ରଥ ଚଢି ଭାଇ- ଭଉଣୀଙ୍କ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ #Puri#RathaYatra#RathaJatra#RathaYatra2024pic.twitter.com/tsF5bdmHA2
— Odisha Reporter (@OdishaReporter) July 8, 2024
- Jul 08, 2024 11:00 IST
ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଭକ୍ତ
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଭକ୍ତ #RathaYatra#RathaJatra#RathaYatra2024pic.twitter.com/S28qSFrHpU
— Odisha Reporter (@OdishaReporter) July 8, 2024
- Jul 08, 2024 10:24 IST
ହାତ ଟେକି ନାଚିଲେ ଭକ୍ତ
- Jul 08, 2024 10:14 IST
ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର
ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥ ଆଜି ସକାଳୁ ଜନ୍ମବେଦୀ ମୁହାଁ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ।... ଆହୁରି ପଢ଼ନ୍ତୁ
- Jul 08, 2024 09:41 IST
ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ
- Jul 08, 2024 08:59 IST
ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ଲୋକେ
ଘୋଷଯାତ୍ରା ପାଇଁ ଲୋକାରଣ୍ୟ ପୁରୀ ବଡ଼ଦାଣ୍ଡ। ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ଲୋକେ #PresidentOfIndia#Puri#RathaYatra#RathaJatra#RathaYatra2024pic.twitter.com/Yue6UiQK3A
— Odisha Reporter (@OdishaReporter) July 8, 2024
- Jul 08, 2024 08:43 IST
ବ୍ଲୁ ଫ୍ଲାଗ ବିଚ୍ରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି
- Jul 08, 2024 08:41 IST
ମହୋଦଧି କୂଳରେ କଲେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି
ପୁରୀ ମହୋଦଧି କୂଳରେ କଲେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।#PresidentOfIndia#Puri#RathaYatra#RathaJatra#RathaYatra2024pic.twitter.com/CbzlIRuwqL
— Odisha Reporter (@OdishaReporter) July 8, 2024
- Jul 08, 2024 08:32 IST
କାଳିଆ ପାଇଁ ଭକ୍ତ ଆଜି ପ୍ରଫୁଲ୍ଲିତ
‘ଆଇ ଲଭ ୟୁ ଜଗନ୍ନାଥ’। କାଳିଆ ପାଇଁ ଭକ୍ତ ଆଜି ପ୍ରଫୁଲ୍ଲିତ....ଭକ୍ତିରେ ଗଦଗଦ....ବର୍ଷା ଜାରି ରହିଛି ତଥାପି ସେ ଉନ୍ମୁକ୍ତ ସେ ନିଜର ଆରାଧ୍ୟ ପାଇଁ #Puri#RathaYatra#RathaJatra#RathaYatra2024pic.twitter.com/ryXyxBhOpr
— Odisha Reporter (@OdishaReporter) July 8, 2024
- Jul 08, 2024 08:22 IST
ଲୋକାରଣ୍ୟ ପୁରୀ ବଡ଼ଦାଣ୍ଡ
ଲୋକାରଣ୍ୟ ପୁରୀ ବଡ଼ଦାଣ୍ଡ।ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର।#Puri#RathaYatra#RathaJatra#RathaYatra2024pic.twitter.com/wgTpTJFoM2
— Odisha Reporter (@OdishaReporter) July 8, 2024
- Jul 08, 2024 08:12 IST
ଭାବ ଓ ଭକ୍ତିର ମହାସମୁଦ୍ର
- Jul 08, 2024 08:09 IST
ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ। #Puri#RathaYatra#RathaJatra#RathaYatra2024pic.twitter.com/3oXVNO6t2U
— Odisha Reporter (@OdishaReporter) July 8, 2024
- Jul 08, 2024 08:02 IST
ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ; ଆଜି ପୁଣି ହେବ ରଥ ଟଣା
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ। ରାଜନଅର ସମ୍ମୁଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ।... ଆହୁରି ପଢ଼ନ୍ତୁ
- Jul 07, 2024 21:19 IST
ଅଧା ବାଟରେ ଅଟକିଲେ ତିନି ଠାକୁର
ଅଧା ବାଟରେ ଅଟକିଲେ ତିନି ଠାକୁର #Odisha#RathaYatra2024#Puri#RathaJatrahttps://t.co/oUAuJ5jhqp
— Odisha Reporter (@OdishaReporter) July 7, 2024
- Jul 07, 2024 20:28 IST
ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ
* ଦୁଇ ଦିନିଆ ରଥ ଟଣା; ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ
* ସିଂହଧ୍ୱାର ଠାରୁ ମାତ୍ର ସ୍ୱଳ୍ପ ଦୂର ଯାଇ ଅଟକିଲେ କାଳିଆ ସାଆନ୍ତ
* ଶ୍ରୀକୃଷ୍ଣ ସିନେମା ହଲ୍ ପାଖରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ
* ମରିଚିକୋଟ ଛକରେ ଅଟକି ରହିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ #Odisha#Puri#RathaJatra#RathYatra2024pic.twitter.com/M7J1pPEa1w— Odisha Reporter (@OdishaReporter) July 7, 2024
- Jul 07, 2024 19:40 IST
ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଗଡ଼ିଲା ତାଳଧ୍ୱଜ । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । #RathaJatra2024#JaiJagannatha#RathaJatra#Srimandir#Puripic.twitter.com/G0SLZJxRYX
— Odisha Reporter (@OdishaReporter) July 7, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
