Advertisment

Rath Yatra 2024 Live Updates: ଶରଧାବାଲିରେ ତିନି ରଥ

ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ହୋଇଛି ରଥଟଣା। ତିନି

ଅଦ୍ୟତନ ହୋଇଛି
Ratha Yatra

Ratha Yatra

Advertisment

ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ହୋଇଛି ରଥଟଣା। ତିନି ରଥ ପହଞ୍ଚି ଯାଇଛନ୍ତି ଶ୍ରୀଗୁଣ୍ଡିଚା ସମ୍ମୁଖରେ। ସେଠାରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର।

Advertisment
  • Jul 09, 2024 09:26 IST

    ଶରଧାବାଲିରେ ଶ୍ରୀଜିଉ

  • Jul 09, 2024 09:20 IST

    ଅଷ୍ଟ୍ରେଲିଆରେ ଗଡ଼ିଲା ମହାପ୍ରଭୁଙ୍କ ରଥ

  • Jul 09, 2024 08:54 IST

    ରଥ ଶର୍ମା ଗାଇଲେ କାଳିଆ ଭଜନ

  • Jul 09, 2024 08:48 IST

    ଆଜି ପୁଣି କେନ୍ଦ୍ରାପଡ଼ା ଓ ବାରିପଦାରେ ଟଣାଯିବ ରଥ

    ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ।...ଆହୁରି ପଢ଼ନ୍ତୁ

  • Jul 09, 2024 08:48 IST

    ଆଜି ପୁଣି କେନ୍ଦ୍ରାପଡ଼ା ଓ ବାରିପଦାରେ ଟଣାଯିବ ରଥ

    ଗତକାଲି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ତିନି ରଥ ଶରଧାବାଲିରେ ପହଞ୍ଚି ଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ପୁଣି ରଥ ଟଣାଯିବ।...ଆହୁରି ପଢ଼ନ୍ତୁ

  • Jul 09, 2024 07:47 IST

    ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

    ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ। ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।...ଆହୁରି ପଢ଼ନ୍ତୁ

  • Jul 08, 2024 20:52 IST

    କାଲି ଟଣାଯିବ ବ୍ରହ୍ମ ତାଳଧ୍ବଜ ରଥ

  • Jul 08, 2024 20:52 IST

    ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ

  • Jul 08, 2024 17:57 IST

    ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥରୁ ଦର୍ଶନ ଦେଉଛନ୍ତି ତିନି ଠାକୁର

  • Jul 08, 2024 17:39 IST

    ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ

  • Jul 08, 2024 17:05 IST

    ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ

  • Jul 08, 2024 16:57 IST

    ରଥ ଉପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

  • Jul 08, 2024 16:44 IST

    ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

  • Jul 08, 2024 16:34 IST

    ମହାପ୍ରଭୁଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ

  • Jul 08, 2024 16:11 IST

    ଶରଧାବାଲିରେ ତିନି ରଥ

  • Jul 08, 2024 15:54 IST

    ଜଗା ପ୍ରେମରେ କୁନି ଭକ୍ତ

  • Jul 08, 2024 14:49 IST

    ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ

  • Jul 08, 2024 14:16 IST

    ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ବଜ, ଦର୍ପଦଳନ ରଥ

  • Jul 08, 2024 14:08 IST

    ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ

  • Jul 08, 2024 14:03 IST

    ଗୁଣ୍ଡିଚା ମନ୍ଦିର ମୁହାଁ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ

  • Jul 08, 2024 14:01 IST

    ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

  • Jul 08, 2024 13:37 IST

    ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

  • Jul 08, 2024 13:31 IST

    ବଡ଼ଦାଣ୍ଡରେ ଗଡ଼ିଲା କୁନି ରଥ

  • Jul 08, 2024 13:03 IST

    ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ

  • Jul 08, 2024 12:25 IST

    ଭକ୍ତିରେ ବିଭୋର ହୋଇ ବଡ଼ଦାଣ୍ଡରେ ନାଚିଲେ ଭକ୍ତ

  • Jul 08, 2024 12:21 IST

    ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର

  • Jul 08, 2024 12:10 IST

    କାଳିଆ ସାଆନ୍ତେଙ୍କୁ ଦେଖି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

  • Jul 08, 2024 12:05 IST

    ବଡ଼ ଦାଣ୍ଡରେ ଭକ୍ତଙ୍କ ଉପରେ କରାଯାଉଛି ପାଣି ସ୍ପ୍ରେ

  • Jul 08, 2024 11:47 IST

    ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ

  • Jul 08, 2024 11:36 IST

    କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଆତ୍ମହରା ଭକ୍ତ

  • Jul 08, 2024 11:28 IST

    ବିଦେଶିନୀ ଗାଇଲେ ଜଗନ୍ନାଥଙ୍କ ଭଜନ

  • Jul 08, 2024 11:22 IST

    ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଭକ୍ତ

  • Jul 08, 2024 11:21 IST

    ଦେବୀ ସୁଭଦ୍ରାଙ୍କ ଦର୍ପଦଳନଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ

  • Jul 08, 2024 11:05 IST

    ରଥ ଉପରେ ଦେବୀ ସୁଭଦ୍ରାଙ୍କ ଆଳତି

  • Jul 08, 2024 11:04 IST

    ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି

  • Jul 08, 2024 11:00 IST

    ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଭକ୍ତ

  • Jul 08, 2024 10:24 IST

    ହାତ ଟେକି ନାଚିଲେ ଭକ୍ତ

  • Jul 08, 2024 10:14 IST

    ଆରମ୍ଭ ହେଲା ରଥଟଣା; ଜନ୍ମବେଦୀ ଅଭିମୁଖେ ୩ ଠାକୁର

    ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥ ଆଜି ସକାଳୁ ଜନ୍ମବେଦୀ ମୁହାଁ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ।... ଆହୁରି ପଢ଼ନ୍ତୁ

  • Jul 08, 2024 09:41 IST

    ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ

  • Jul 08, 2024 08:59 IST

    ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ଲୋକେ

  • Jul 08, 2024 08:43 IST

    ବ୍ଲୁ ଫ୍ଲାଗ ବିଚ୍‌ରେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

  • Jul 08, 2024 08:41 IST

    ମହୋଦଧି କୂଳରେ କଲେ ପ୍ରାତଃ ଭ୍ରମଣ କଲେ ରାଷ୍ଟ୍ରପତି

  • Jul 08, 2024 08:32 IST

    କାଳିଆ ପାଇଁ ଭକ୍ତ ଆଜି ପ୍ରଫୁଲ୍ଲିତ

  • Jul 08, 2024 08:22 IST

    ଲୋକାରଣ୍ୟ ପୁରୀ ବଡ଼ଦାଣ୍ଡ

  • Jul 08, 2024 08:12 IST

    ଭାବ ଓ ଭକ୍ତିର ମହାସମୁଦ୍ର

  • Jul 08, 2024 08:09 IST

    ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ

  • Jul 08, 2024 08:02 IST

    ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ; ଆଜି ପୁଣି ହେବ ରଥ ଟଣା

    ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ। ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ। ରାଜନଅର ସମ୍ମୁଖରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ। ମରିଚିକୋଟ ଛକରେ ଅଟକି ରହିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ।... ଆହୁରି ପଢ଼ନ୍ତୁ

  • Jul 07, 2024 21:19 IST

    ଅଧା ବାଟରେ ଅଟକିଲେ ତିନି ଠାକୁର

  • Jul 07, 2024 20:28 IST

    ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ

  • Jul 07, 2024 19:40 IST

    ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Ratha Yatra Lord Jagannath Puri Srimandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe