Suna Besa 2023
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ odishareporter.in
- Jun 30, 2023 00:18 IST
‘ଏ ବର୍ଷ ଭକ୍ତ ସଂଖ୍ୟା ରେକର୍ଡ ହେବ’ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି କିଛି ଏଭଳି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
- Jun 29, 2023 20:14 IST
ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର
ନବଦିନାତ୍ମକ ଯାତ୍ରା ସାରି ବୁଧବାର ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି। ରାତି ୧୨ଟା ପର୍ଯ୍ୟନ୍ତ ମହାବାହୁ ଦର୍ଶନ ଦେବେ। ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ସ୍ୱର୍ଣ୍ଣ ବିଭୂଷିତ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦର୍ଶନ କରି ଧନ୍ୟ ହେଉଛନ୍ତି ଭକ୍ତ। ଅଧିକ ପଢନ୍ତୁ...
- Jun 29, 2023 20:10 IST
ତିନି ଠାକୁରଙ୍କ ସୁନାବେଶ
- Jun 29, 2023 19:51 IST
ସୁନାବେଶରେ ମାଆ ସୁଭଦ୍ରା
- Jun 29, 2023 19:45 IST
ସୁନାବେଶରେ ବଡ ଭାଇ ବଳଭଦ୍ର
- Jun 29, 2023 19:38 IST
ଜୟ ଜଗନ୍ନାଥ ଧ୍ୱନୀରେ କମ୍ପିଉଠୁଛି ବଡ଼ଦାଣ୍ଡ
- Jun 29, 2023 18:47 IST
ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ
- Jun 29, 2023 18:01 IST
ଶ୍ରୀଜିଉଙ୍କ ଲାଗି ଯାଉଛି ମହଣ ମହଣ ସୁନା
- Jun 29, 2023 17:51 IST
ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ; ଚାଲିଛି ପ୍ରକ୍ରିୟା
ବିଶ୍ୱାସ ଅଛି- ରଥରେ ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ଅଧିକ ପଢନ୍ତୁ...
- Jun 29, 2023 16:09 IST
ଆଜି ଶ୍ରୀଜିଉଙ୍କ ସୁନାବେଶ।
- Jun 29, 2023 12:19 IST
ଆଜି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନିଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ। ଅଧିକ ପଢନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688020136.jpg)