କ୍ଷୀପ୍ର ବେଗରେ ଆଗେଇ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ

  • Published: Tuesday, 12 March 2024
  • , Updated: 12 March 2024, 07:26 PM IST

ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସର୍ବାଧିକ ପଥ ରହିଥିବା ବୌଦ୍ଧ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି । ଗମନା ଗମନରେ ଯୋଡି ହେବ ବିକାଶର ଆଉ ଏକ ଫର୍ଦ୍ଦ। ସ୍ବପ୍ନର ପ୍ରୋଜେକ୍ଟକୁ ପୁର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଲାଗି ପଡିଛନ୍ତି ଶ୍ରମିକ। ପଶ୍ଚିମ ଓଡିଶାକୁ ସିଧାସଳଖ ରାଜଧାନୀ ଭୁବନେଶ୍ୱର ସହ ଯୋଡିବା ଲକ୍ଷରେ ଇଂରେଜ ଅମଳରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପରିକଳ୍ପନା ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Related story