ଉଫାରେ ମୋଦି ଓ ସରିଫ୍ ସାକ୍ଷାତ

 ଉଫା: ଦୀର୍ଘ ୮ ମାସ ପରେ ମୋଦି ଓ ସରିଫଙ୍କ ପରସ୍ପରକୁ ଭେଟିଛନ୍ତି । ରୁଷ୍ ଉଫାରେ ଚାଲିଥିବା ବ୍ରିକ୍ସ-ଏସସିଓ ସମ୍ମିଳନୀ ଅବସରରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଲୋଚନା ପାଇଁ ୪୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୫ମିନିଟ୍ ଧରି କଥାବାର୍ତ୍ତା ହୋଇଛି। ତେବେ ଆଲୋଚନା ପୂର୍ବରୁ ଗୁରୁବାର ରାତିରେ ରୁଷ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ରାତ୍ରି […]

narendra-modi-nawaz

narendra-modi-nawaz

Rakesh Mallick
  • Published: Friday, 10 July 2015
  • Updated: 10 July 2015, 08:32 AM IST

Sports

Latest News

 ଉଫା: ଦୀର୍ଘ ୮ ମାସ ପରେ ମୋଦି ଓ ସରିଫଙ୍କ ପରସ୍ପରକୁ ଭେଟିଛନ୍ତି । ରୁଷ୍ ଉଫାରେ ଚାଲିଥିବା ବ୍ରିକ୍ସ-ଏସସିଓ ସମ୍ମିଳନୀ ଅବସରରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଲୋଚନା ପାଇଁ ୪୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୫ମିନିଟ୍ ଧରି କଥାବାର୍ତ୍ତା ହୋଇଛି। ତେବେ ଆଲୋଚନା ପୂର୍ବରୁ ଗୁରୁବାର ରାତିରେ ରୁଷ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଆୟୋଜିତ ରାତ୍ରି ଭୋଜନ ବେଳେ ଉଭୟ ନେତା ପରସ୍ପରକୁ ସାକ୍ଷାତ କରି ଖୁସିବ୍ୟକ୍ତ କରିଥିଲେ। ଭାରତ ସହ ଶାନ୍ତିପୂର୍ଣ୍ଣ ଓ ସହଯୋଗର ବାତାବାରଣ ସୃଷ୍ଟି କରିବାକୁ ପାକିସ୍ତାନ ଆଗ୍ରହୀ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story