ଏଆଇପିଏମଟି ପାଇଁ ଡ୍ରେସ୍ କୋଡ୍ ଜାରି; ବୁଟ୍ , ମୁଦି, ବ୍ରେସଲେଟ୍ ମନା

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ ପାଇଁ ଡ୍ରେସ୍ କୋଡ ଜାରି କରିଛି ସିବିଏସଇ। ପରୀକ୍ଷା ହଲ ଭିତରକୁ ଗଲା ବେଳେ କ’ଣ ପିନ୍ଧିବେ ସେ ନେଇ ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇଛି। ପରୀକ୍ଷା ଦେଉଥିବା ଛାତ୍ରୀମାନେ ଇୟର ରିଙ୍ଗ, ନୋଜ୍ ପିନ୍, ମୁଦି ଏବଂ ବ୍ରେସଲେଟ୍ ପିନ୍ଧି ପାରିବେନି। ଏହାଛଡା ତାବିଜ, ଡେଉଁରିଆ ଭଳି ଜନିଷକୁ ମଧ୍ୟ ବାରଣ କରାଯାଇଛି। ବୁଟ୍ ବଦଳରେ ପରୀକ୍ଷାର୍ଥୀମାନେ ଚପଲ ପିନ୍ଧି ପରୀକ୍ଷା ହଲକୁ […]

aipmt

aipmt

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 02:22 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଅଲ ଇଣ୍ଡିଆ ପ୍ରି ମେଡିକାଲ ଟେଷ୍ଟ ପାଇଁ ଡ୍ରେସ୍ କୋଡ ଜାରି କରିଛି ସିବିଏସଇ। ପରୀକ୍ଷା ହଲ ଭିତରକୁ ଗଲା ବେଳେ କ’ଣ ପିନ୍ଧିବେ ସେ ନେଇ ଗାଇଡ୍ ଲାଇନ୍ ପ୍ରସ୍ତୁତ ହୋଇଛି। ପରୀକ୍ଷା ଦେଉଥିବା ଛାତ୍ରୀମାନେ ଇୟର ରିଙ୍ଗ, ନୋଜ୍ ପିନ୍, ମୁଦି ଏବଂ ବ୍ରେସଲେଟ୍ ପିନ୍ଧି ପାରିବେନି। ଏହାଛଡା ତାବିଜ, ଡେଉଁରିଆ ଭଳି ଜନିଷକୁ ମଧ୍ୟ ବାରଣ କରାଯାଇଛି। ବୁଟ୍ ବଦଳରେ ପରୀକ୍ଷାର୍ଥୀମାନେ ଚପଲ ପିନ୍ଧି ପରୀକ୍ଷା ହଲକୁ ଆସିବେ। କେବଳ ହାପ୍ ଟି-ସାର୍ଟ ଏବଂ ହାପ୍ କୁର୍ତ୍ତା ପିନ୍ଧି ପରୀକ୍ଷାର୍ଥୀମାନେ ଆସିବେ। ଏହି ପୋଷାକର ଛୋଟ ବୋତାମ ଥିବା ଆବଶ୍ୟକ। ଏହା ପୂର୍ବରୁ ଆନ୍ସର କି ଲିକ୍ ହୋଇଥିବା ଯୋଗୁଁ ପରୀକ୍ଷା ବାତିଲ ହୋଇଥିଲା। ଏହାପରେ ସିବିଏସ୍ଇ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ସତର୍କତାମୂଳକ ପଦକ୍ଷେପ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story