ବୁଡୁଥିବା ଜାହାଜରୁ ୧୪ ଜଣଙ୍କୁ ଉଦ୍ଧାର କଲା ନୌସେନା

ନୂଆଦିଲ୍ଲୀ: ମୁମ୍ବାଇ ଉପକୂଳ ନିକଟରେ ବୁଧବାର ସକାଳେ ବୁଡିଯାଉଥିବା ଏକ ବ୍ୟବସାୟୀକ ଜାହାଜରୁ ଭାରତୀୟ ନୌସେନା ୧୪ଜଣଙ୍କୁ ଉଦ୍ଧାର କରିଛି । ଜାହାଜରେ କିଛି ତ୍ରୁଟି ଯୋଗୁ ଏହା ଡୁବୁଥିବା ଜଣାପଡିଛି। ଏହି ବୁଡୁଥିବା ଜାହାଜରେ ଫସି ରହିଥିବା କର୍ମଚାରୀମାନଙ୍କୁ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ନୈସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ବୁଧବାର ସକାଳୁ ଭେସେଲ ଏମଭି କୋଷ୍ଟାଲ ପ୍ରାଇଡର ଜାହାଜ ବୁଡୁଥିବାର ପ୍ରାଥମିକ ସୂଚନା […]

navy

navy

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 09:50 AM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇ ଉପକୂଳ ନିକଟରେ ବୁଧବାର ସକାଳେ ବୁଡିଯାଉଥିବା ଏକ ବ୍ୟବସାୟୀକ ଜାହାଜରୁ ଭାରତୀୟ ନୌସେନା ୧୪ଜଣଙ୍କୁ ଉଦ୍ଧାର କରିଛି । ଜାହାଜରେ କିଛି ତ୍ରୁଟି ଯୋଗୁ ଏହା ଡୁବୁଥିବା ଜଣାପଡିଛି। ଏହି ବୁଡୁଥିବା ଜାହାଜରେ ଫସି ରହିଥିବା କର୍ମଚାରୀମାନଙ୍କୁ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ନୈସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ବୁଧବାର ସକାଳୁ ଭେସେଲ ଏମଭି କୋଷ୍ଟାଲ ପ୍ରାଇଡର ଜାହାଜ ବୁଡୁଥିବାର ପ୍ରାଥମିକ ସୂଚନା ମିଳିଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ପାଇଁ ନୌସେନା ପକ୍ଷରୁ ଗୋଟିଏ ଏସକେଜି ଓ ଦୁଇଟି ଚେତକ୍ ହେଲିକପ୍ଟରକୁ ପଠାଯାଇଥିଲା । ଏଥିରେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ଉମରଗାଁକୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଏହି ଜାହାଜଟି ଉତ୍ତର ମୁମ୍ବାଇର ୭୫ କିଲୋମିଟର ଦୂରରେ ଡୁବୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story