ଯୋଗ ଦିବସ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଡିଡାସର ‘ଟ୍ରାକ୍ ସୁଟ୍’ ଉପହାର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ୱତନ୍ତ୍ର ଟ୍ରାକ୍ ସୁଟ୍ ଉପହାର ଦେଇଥିଲା ସ୍ପୋର୍ଟସ ପୋଷାକ ତିଆରି କରୁଥିବା କଂପାନୀ ଆଡିଡାସ। ଖାସ୍ ମୋଦିଙ୍କ ପାଇଁ ଏହି ସୁଟ୍ ତିଆରି କରିଥିଲା କଂପାନୀ। ଏହି ସୁଟର ଏକ ପାର୍ଶ୍ୱରେ ମୋଦିଙ୍କ ନାମର ପ୍ରାରମ୍ଭିକ ଦୁଇ ଅକ୍ଷର ଏନ୍ ଓ ଏମ୍ ଲେଖାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ମୋଦିଙ୍କ ବାସଭବନକୁ ଏହି ସୁଟକୁ ପଠାଇ ଦିଆଯାଇଥିଲା । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗକୁ […]

modi

modi

Rakesh Mallick
  • Published: Sunday, 21 June 2015
  • Updated: 21 June 2015, 03:32 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ୱତନ୍ତ୍ର ଟ୍ରାକ୍ ସୁଟ୍ ଉପହାର ଦେଇଥିଲା ସ୍ପୋର୍ଟସ ପୋଷାକ ତିଆରି କରୁଥିବା କଂପାନୀ ଆଡିଡାସ। ଖାସ୍ ମୋଦିଙ୍କ ପାଇଁ ଏହି ସୁଟ୍ ତିଆରି କରିଥିଲା କଂପାନୀ। ଏହି ସୁଟର ଏକ ପାର୍ଶ୍ୱରେ ମୋଦିଙ୍କ ନାମର ପ୍ରାରମ୍ଭିକ ଦୁଇ ଅକ୍ଷର ଏନ୍ ଓ ଏମ୍ ଲେଖାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ମୋଦିଙ୍କ ବାସଭବନକୁ ଏହି ସୁଟକୁ ପଠାଇ ଦିଆଯାଇଥିଲା ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗକୁ ମୋଦି ଏକ ନୂଆ ଦିଗ ଦେଇଥିବା କହିଛନ୍ତି ଆଡିଡାସର ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଡେବ୍ ଥୋମାସ୍। ଆଡିଡାସ ଏକ ସ୍ପୋର୍ଟସ୍ ପୋଷାକ ନିର୍ମାଣକାରୀ କଂପାନୀ ହୋଇଥିବା ଯୋଗୁ ସ୍ୱାଭାବିକ ଭାବେ ଉତ୍ତମ ସ୍ୱାସ୍ଥ୍ୟ ଉପରେ ସବୁ ବେଳେ ଗୁରୁତ୍ୱ ଦେଇ ଆସିଛି। ତେଣୁ ମୋଦିଙ୍କ ଏହି ପଦକ୍ଷେପରେ କଂପାନୀ ମଧ୍ୟ ଉତ୍ସାହିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story