ଆଫଗାନିସ୍ତାନ: କୁନାର ପ୍ରଦେଶରେ ବୋମା ବିସ୍ଫୋରଣ, ୧୧ ମୃତ, ୩୦ ଆହତ

କାବୁଲ: ଆଫଗାନିସ୍ତାନର କୁନାର ପ୍ରଦେଶର ଶନିବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହେବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛି। ଏକ ମଟର ସାଇକେଲରେ ଦୁର୍ବୃତ୍ତମାନେ ଖଞ୍ଜି ଥିବା ବୋମା ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ପୋଲିସ ଅଛନ୍ତି। ବିସ୍ଫୋରଣରେ ବହୁ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଭିର୍ତ୍ତି ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରାବନ୍ଦ କରି ଯାଞ୍ଚ ଚଳାଇଛନ୍ତି। ଗୁରତରମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି […]

thirty_three_people_died_and_105_have_been_injured_after_a_suici-a-13_1429438552581

Rakesh Mallick
  • Published: Saturday, 27 February 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନିସ୍ତାନର କୁନାର ପ୍ରଦେଶର ଶନିବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହେବାରୁ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛି। ଏକ ମଟର ସାଇକେଲରେ ଦୁର୍ବୃତ୍ତମାନେ ଖଞ୍ଜି ଥିବା ବୋମା ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି।

ମୃତକଙ୍କ ମଧ୍ୟରେ ୩ଜଣ ପୋଲିସ ଅଛନ୍ତି। ବିସ୍ଫୋରଣରେ ବହୁ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଭିର୍ତ୍ତି ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରାବନ୍ଦ କରି ଯାଞ୍ଚ ଚଳାଇଛନ୍ତି। ଗୁରତରମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Related story