ମସ୍କୋ: ୱେୟାର ହାଉସ୍‌ରେ ନିଆଁ ଲାଗି ୧୬ ମୃତ, କାରଣ ଅସ୍ପଷ୍ଟ

ମସ୍କୋ: ରୁଷିଆର ରାଜଧାନୀ ମସ୍କୋର ଏକ ୱେୟାର ହାଉସ୍‌ରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସରକାର ସୂଚନା ଦେଇଛନ୍ତି। ମସ୍କୋର ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ କହିଛନ୍ତି,“କେଉଁ କାରଣରୁ ଏହି ୱେୟାର ହାଉସ୍‌ରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତାହାର ତଦନ୍ତ ଜାରି ରହିଛି। ନିଆଁ ଲାଗିବା କ୍ଷଣି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହାସହ ସେହି ଘରୁ ୧୬ଜଣଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ […]

16-dead-in-Moscow-warehouse-fire

Rakesh Mallick
  • Published: Saturday, 27 August 2016
  • , Updated: 04 May 2017, 03:44 PM IST

ମସ୍କୋ: ରୁଷିଆର ରାଜଧାନୀ ମସ୍କୋର ଏକ ୱେୟାର ହାଉସ୍‌ରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସରକାର ସୂଚନା ଦେଇଛନ୍ତି।

ମସ୍କୋର ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ କହିଛନ୍ତି,“କେଉଁ କାରଣରୁ ଏହି ୱେୟାର ହାଉସ୍‌ରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ତାହାର ତଦନ୍ତ ଜାରି ରହିଛି। ନିଆଁ ଲାଗିବା କ୍ଷଣି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହାସହ ସେହି ଘରୁ ୧୬ଜଣଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ମୃତ ଘୋଷଣା କରିଥିଲେ।”

Related story