୧୭୧ଟି ଦେଶରେ ପ୍ରସାରିତ ହେବ ମଲାଲାଙ୍କ ଉପରେ ନିର୍ମିତ ବୃତ୍ତଚିତ୍ର

ୱାଶିଂଟନ୍: ଏକାଡେମୀ ପୁରସ୍କାର ବିଜେତା ଡେବିସ୍ ଗୁଗେନହିମଙ୍କ ଦ୍ୱାରା ପ୍ରସ୍ତୁତ ବୃତ୍ତଚିତ୍ର ‘ହି ନେମଡ୍ ମି ମାଲାଲା’କୁ ପ୍ରସାରଣ କରିବାକୁ ଯୋଜନା ରଖିଛି ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ। ନୋବେଲ ବିଜେତା ପାକିସ୍ତାନୀ ଝିଅ ମଲାଲା ୟୁସୁଫଜଇଙ୍କ ଜୀବନୀ ଉପରେ ପ୍ରସ୍ତୁତ ଏହି ବୃତ୍ତଚିତ୍ରକୁ ଆସନ୍ତା ବର୍ଷ ୧୭୧ଟି ଦେଶ ଓ ୪୫ଟି ଭାଷାରେ ପ୍ରସାରଣ କରିବ ଏହି ଚ୍ୟାନେଲ୍। ତେବେ ତା’ ପୂର୍ବରୁ ସାରା ବିଶ୍ୱରେ ଥିଏଟର ଗୁଡିକରେ ଏହି ବୃତ୍ତଚିତ୍ରକୁ ପ୍ରଦର୍ଶିତ କରିବା ପାଇଁ ଯୋଜନା […]

malala

malala

Rakesh Mallick
  • Published: Saturday, 20 June 2015
  • Updated: 04 May 2017, 03:45 PM IST

Sports

Latest News

ୱାଶିଂଟନ୍: ଏକାଡେମୀ ପୁରସ୍କାର ବିଜେତା ଡେବିସ୍ ଗୁଗେନହିମଙ୍କ ଦ୍ୱାରା ପ୍ରସ୍ତୁତ ବୃତ୍ତଚିତ୍ର ‘ହି ନେମଡ୍ ମି ମାଲାଲା’କୁ ପ୍ରସାରଣ କରିବାକୁ ଯୋଜନା ରଖିଛି ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ। ନୋବେଲ ବିଜେତା ପାକିସ୍ତାନୀ ଝିଅ ମଲାଲା ୟୁସୁଫଜଇଙ୍କ ଜୀବନୀ ଉପରେ ପ୍ରସ୍ତୁତ ଏହି ବୃତ୍ତଚିତ୍ରକୁ ଆସନ୍ତା ବର୍ଷ ୧୭୧ଟି ଦେଶ ଓ ୪୫ଟି ଭାଷାରେ ପ୍ରସାରଣ କରିବ ଏହି ଚ୍ୟାନେଲ୍। ତେବେ ତା’ ପୂର୍ବରୁ ସାରା ବିଶ୍ୱରେ ଥିଏଟର ଗୁଡିକରେ ଏହି ବୃତ୍ତଚିତ୍ରକୁ ପ୍ରଦର୍ଶିତ କରିବା ପାଇଁ ଯୋଜନା ରଖିଛି ନ୍ୟାସନାଲ ଜିଓଗ୍ରାଫିକାଲ୍ ଚ୍ୟାନେଲ୍। ଏଥିପାଇଁ ଫୋର୍ସ ସର୍ଚ୍ଚଲାଇଟ୍ ପିକଚର୍ ସହିତ ହାତ ମିଳାଇଛି ଏହି ଚ୍ୟାନେଲ୍। ଚଳିତବର୍ଷ ଅକ୍ଟୋବର ମାସରେ ଏହି ବୃତ୍ତଚିତ୍ରକୁ ବିଭିନ୍ନ ଦେଶର ଥିଏଟର ଗୁଡିକରେ ପ୍ରଦର୍ଶିତ କରିବା ପାଇଁ ଚ୍ୟାନେଲ୍ ଅଭିଯାନ ଆରମ୍ଭ କରିଛି। ଚ୍ୟାନେଲ ପକ୍ଷରୁ କୁହାଯାଇଛି ଏହା ଏପରି ଏକ ବୃତ୍ତଚିତ୍ର ଯାହା ସବୁ ବର୍ଗର ଲୋକଙ୍କୁ ପ୍ରେରଣା ଯୋଗାଇବ ଓ ଉତ୍ସାହିତ କରିବ। ସମାଜରେ ଗଠନ ମୂଳକ ପରିବର୍ତ୍ତନ ଦିଗରେ ମଧ୍ୟ ଏହା ବାର୍ତ୍ତା ଦେଇଛି।

ପାକିସ୍ତାନ୍ ଝିଅ ମଲାଲା ୟୁସୁଫଜଇ ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ପାଇଁ ୨୦୧୨ରେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜି ଥିଲା। ଇଂଲଣ୍ଡରେ ତାଙ୍କ ଚିକିତ୍ସା କରାଯାଇଥିଲା ଓ ସେ ବଞ୍ଚି ଯାଇଥିଲେ। ସାରା ବିଶ୍ୱ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲା। ଆଉ ଏହି ଘଟଣା ପରେ ସେ ବନି ଯାଇଥିଲେ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ। ସେ ଏବେ ନିଜ ପରିବାର ସହ ଲଣ୍ଡନରେ ରହୁଛନ୍ତି। ୨୦୧୪ରେ ତାଙ୍କୁ ଶାନ୍ତି ପାଇଁ ଭାରତୀୟ ସମାଜସେବୀ କୈଳାସ ସତ୍ୟାର୍ଥୀଙ୍କ ସହିତ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story