୨ ଆତଙ୍କୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ବେଳେ ଜାମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାର ପଠାନ୍‌ ସହରରୁ ୨ ଜଣ ଆତଙ୍କବାଦୀ ଧରାପଡିଛନ୍ତି। ସେମାନଙ୍କଠାରୁ ୨ଟି ଏକେ-୪୭ ରାଇଫଲ, ବିସ୍ଫୋରକ, ଗ୍ରନେଡ ଲଞ୍ଚର ଓ ଏକାଧିକ ଗ୍ରେନେଡ ଜବତ କରାଯାଇଛି। ଗତ ଶନିବାର ପୁଲୱାମା ଜିଲ୍ଲାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଏହି ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିବା ଜଣାପଡିଛି।

Terrorist

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 03:07 PM IST

Related story