୨୦ ଆତଙ୍କୀଙ୍କୁ ମାରିଲା ପାକ୍ ଯୁଦ୍ଧ ବିମାନ

ଇସଲାମବାଦ: ପୁଣି ୨୦ ତାଲିବାନୀ ଆତଙ୍କୀଙ୍କୁ ମାରିଛି ପାକିସ୍ତାନ ସେନା। ପାକିସ୍ତାନ ବାୟୁ ସେନାର ଯୁଦ୍ଧ ବିମାନ ଗୁଡ଼ିକର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଆଫଗାନିସ୍ତାନର ସୀମାରେ ଆଡ୍ଡା କରି ରହିଥିବା ଏହି ଆତଙ୍କବାଦୀମାନେ। ଖାଇବର ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ପ୍ରମୁଖ କମାଣ୍ଡର ମଧ୍ୟ ରହିଛନ୍ତି ବୋଲି ପାକ୍ ସେନା ପକ୍ଷରୁ କୁହାଯାଇଛି। ଏଥିରେ ୧୮ ଜଣ ଆତଙ୍କୀ ଆହତ ହୋଇଛନ୍ତି। ପାକ୍ ସେନା ପକ୍ଷରୁ ଏହି ଦାବି କରାଯାଇଥିଲେ […]

Khyber

Khyber

Rakesh Mallick
  • Published: Friday, 19 June 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ପୁଣି ୨୦ ତାଲିବାନୀ ଆତଙ୍କୀଙ୍କୁ ମାରିଛି ପାକିସ୍ତାନ ସେନା। ପାକିସ୍ତାନ ବାୟୁ ସେନାର ଯୁଦ୍ଧ ବିମାନ ଗୁଡ଼ିକର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଆଫଗାନିସ୍ତାନର ସୀମାରେ ଆଡ୍ଡା କରି ରହିଥିବା ଏହି ଆତଙ୍କବାଦୀମାନେ। ଖାଇବର ଜିଲ୍ଲାରେ ହୋଇଥିବା ଏହି ଅପରେସନରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ପ୍ରମୁଖ କମାଣ୍ଡର ମଧ୍ୟ ରହିଛନ୍ତି ବୋଲି ପାକ୍ ସେନା ପକ୍ଷରୁ କୁହାଯାଇଛି। ଏଥିରେ ୧୮ ଜଣ ଆତଙ୍କୀ ଆହତ ହୋଇଛନ୍ତି। ପାକ୍ ସେନା ପକ୍ଷରୁ ଏହି ଦାବି କରାଯାଇଥିଲେ ହେଁ ଏହାର ସତ୍ୟତା ନେଇ ସ୍ପଷ୍ଟ ହୋଇପାରି ନାହିଁ। କାରଣ ଉକ୍ତ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବି ଯିବାଆସିବା ନାହିଁ।

ପାକିସ୍ତାନର ଏହି ଉତ୍ତର ଅଞ୍ଚଳରେ ପାକ୍ ସେନାର କାର୍ଯ୍ୟାନୁଷ୍ଠାନରେ ଏଯାବତ ୨,୮୦୦ରୁ ଅଧିକ ତାଲିବାନୀ ଆତଙ୍କୀ ମରି ସାରିଲେଣି। ଆଦିବାସୀ ଅଧିଷ୍ୟୁତ ଅଞ୍ଚଳ ଥିଲା ତାଲିବାନୀ ଆତଙ୍କୀଙ୍କ ଗଡ଼। ତେବେ ଗତ ବର୍ଷ ଜୁନ୍ ମାସରୁ ପାକ୍ ସେନା ଏମାନଙ୍କୁ ନିପାତ କରିବା ପାଇଁ ଅଭିଯାନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story