ମୋଦିଙ୍କ ଭାଷଣବେଳେ ଭୁଶୁଡ଼ିଲା ଟେଣ୍ଟ୍‌, ୨୦ ଆହତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଆୟୋଜିତ ହୋଇଥିବା କୃଷକ ରାଲିରେ ଭାଷଣ ଦେଉଥିବା ସମୟରେ ଟେଣ୍ଟ୍‌ର କିଛି ଅଂଶ ଭାଙ୍ଗିଯାଇଛି। ଏହା ଯୋଗୁ ସେଠାରେ ଉପସ୍ଥିତ ଥିବା ୨୦ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଆହତ ଲୋକଙ୍କୁ ହସ୍ପିଟାଲ୍‌ ଯାଇ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି, “ଚିନ୍ତା କରନ୍ତୁ […]

pandal

pandal

Rakesh Mallick
  • Published: Monday, 16 July 2018
  • Updated: 16 July 2018, 03:30 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାରେ ଆୟୋଜିତ ହୋଇଥିବା କୃଷକ ରାଲିରେ ଭାଷଣ ଦେଉଥିବା ସମୟରେ ଟେଣ୍ଟ୍‌ର କିଛି ଅଂଶ ଭାଙ୍ଗିଯାଇଛି। ଏହା ଯୋଗୁ ସେଠାରେ ଉପସ୍ଥିତ ଥିବା ୨୦ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଆହତ ଲୋକଙ୍କୁ ହସ୍ପିଟାଲ୍‌ ଯାଇ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି, "ଚିନ୍ତା କରନ୍ତୁ ନାହିଁ, ଆପଣମାନେ ଠିକ୍‌ ହୋଇଯିବେ।" ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏପରି ଦୁର୍ଘଟଣା ଘଟିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story