ସିରିଆ ଉପରେ ତୁର୍କୀର ଆକ୍ରମଣ,୨୦ମୃତ

ଡାମାସ୍‌କସ୍‌: ସିରିଆର ସୀମାବର୍ତ୍ତୀ ଅଞ୍ଚଳ ଉପରକୁ ଆଜି ତୁର୍କୀ ପକ୍ଷରୁ ଆଖିବୁଜା ଗୁଳିଗୋଳା ଓ କମାଣ ମାଡରେ ୨୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ତୁର୍କୀ ସୀମାରେ ଥିବା ସିରିଆର ବିର କୌଶା ସହର ଉପରେ ତୁର୍କୀ ପକ୍ଷରୁ ବିମାନ ଆକ୍ରମଣ କରାଯିବା ସହ ଗୁଳି  ମାଡ଼ କରାଯାଇଥିଲା। ଏଥିରେ ୨୦ ଜଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଏହାପୂର୍ବରୁ ତୁର୍କୀ ସିରିଆର ୩ଟି ଟ୍ୟାଙ୍କକୁ କରି ନଷ୍ଟ କରି […]

20 killed in Turkish shelling in Syria

Rakesh Mallick
  • Published: Sunday, 28 August 2016
  • , Updated: 04 May 2017, 03:44 PM IST

ଡାମାସ୍‌କସ୍‌: ସିରିଆର ସୀମାବର୍ତ୍ତୀ ଅଞ୍ଚଳ ଉପରକୁ ଆଜି ତୁର୍କୀ ପକ୍ଷରୁ ଆଖିବୁଜା ଗୁଳିଗୋଳା ଓ କମାଣ ମାଡରେ ୨୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ ତୁର୍କୀ ସୀମାରେ ଥିବା ସିରିଆର ବିର କୌଶା ସହର ଉପରେ ତୁର୍କୀ ପକ୍ଷରୁ ବିମାନ ଆକ୍ରମଣ କରାଯିବା ସହ ଗୁଳି  ମାଡ଼ କରାଯାଇଥିଲା। ଏଥିରେ ୨୦ ଜଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ଏହାପୂର୍ବରୁ ତୁର୍କୀ ସିରିଆର ୩ଟି ଟ୍ୟାଙ୍କକୁ କରି ନଷ୍ଟ କରି ଦେଇଥିଲା।

Related story