୯ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ପ୍ରତିଶତ ଭୋଟ୍‌, ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ ଆସନ ପାଇଁ ମତଦାନ ଚାଲିଛି। ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଦେଖିବାକୁ ମିଳିବା ପରେ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ମତଦାନ ହାର ୨.୧୫% ରହିଛି। ସେହିପରି ଆସାମରେ ୯.୫୧%, ବିହାରରେ ୭.୮୩%, ଜମ୍ମୁ କଶ୍ମୀରରେ ୦.୯୯%, କର୍ଣ୍ଣାଟକରେ ୧.୧୪%, ମହାରାଷ୍ଟ୍ରରେ ୦.୮୫%, ମଣିପୁରରେ ୧.୭୮%, […]

vote

Subhransu Sekhar
  • Published: Thursday, 18 April 2019
  • , Updated: 18 April 2019, 10:29 AM IST

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ ଆସନ ପାଇଁ ମତଦାନ ଚାଲିଛି। ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଥିବା ଦେଖିବାକୁ ମିଳିବା ପରେ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ମତଦାନ ହାର ୨.୧୫% ରହିଛି।

ସେହିପରି ଆସାମରେ ୯.୫୧%, ବିହାରରେ ୭.୮୩%, ଜମ୍ମୁ କଶ୍ମୀରରେ ୦.୯୯%, କର୍ଣ୍ଣାଟକରେ ୧.୧୪%, ମହାରାଷ୍ଟ୍ରରେ ୦.୮୫%, ମଣିପୁରରେ ୧.୭୮%, ତାମିଲନାଡୁ ୦.୮୧%, ଉତ୍ତର ପ୍ରଦେଶ ୩.୯୯%, ପଶ୍ଚିମବଙ୍ଗ ୦.୫୫%, ଛତିଶଗଡ଼ ୭.୭୫%, ପୁଡୁଚେରୀ ୧.୬୨%ରେ ମତଦାନ ହୋଇଛି।

Related story