ତୁର୍କୀରେ ବୋମା ବିସ୍ଫୋରଣ; ୩୭ ମୃତ,୧୨୫ ଆହତ

ଆଙ୍କାରା: ତୁର୍କୀର ରାଜଧାନୀ ଆଙ୍କାରାରେ ସୋମବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩୭ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି। ଏକ କାର ବୋମା ଜରିଆରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତଙ୍କ ମଧ୍ୟରୁ ଅତି କମ୍‌ରେ ୯ ଜଣ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୃଷ୍ଟିରୁ ମୃତକଙ୍କ ସଂଖ୍ୟା ବଢିବା ଆଶା କରାଯାଉଛି। ଏନେଇ ତୁର୍କୀର ସୁରକ୍ଷା କର୍ମୀଙ୍କ ପକ୍ଷରୁ ୧୮ଜଣ […]

TURKEY-BLAST

Rakesh Mallick
  • Published: Monday, 14 March 2016
  • , Updated: 04 May 2017, 03:44 PM IST

ଆଙ୍କାରା: ତୁର୍କୀର ରାଜଧାନୀ ଆଙ୍କାରାରେ ସୋମବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩୭ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି। ଏକ କାର ବୋମା ଜରିଆରେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତଙ୍କ ମଧ୍ୟରୁ ଅତି କମ୍‌ରେ ୯ ଜଣ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୃଷ୍ଟିରୁ ମୃତକଙ୍କ ସଂଖ୍ୟା ବଢିବା ଆଶା କରାଯାଉଛି।

ଏନେଇ ତୁର୍କୀର ସୁରକ୍ଷା କର୍ମୀଙ୍କ ପକ୍ଷରୁ ୧୮ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Related story