୫୩ ବର୍ଷ ପରେ କୈଳାଶ ମାନସରୋବର ଯାତ୍ରା ଆରମ୍ଭ

ଗ୍ୟାଙ୍ଗଟକ : ୫୦ ବର୍ଷ ପରେ ସୋମବାରଠାରୁ ଆରମ୍ଭ ହୋଇଛି କୈଳାଶ ମାନସରୋବର ଯାତ୍ରା । ୧୯୬୨ ସିନୋ-ଭାରତ ଯୁଦ୍ଧ ପରଠାରୁ ବନ୍ଦ ହୋଇଥିବା ନାଥୁ ଲା ଦ୍ୱାରକୁ ଖାଲିଦିଆଯିବା ପରେ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇପାରିଛି । ରବିବାର ଚୀନ ରାଷ୍ଟ୍ରଦୂତ ପକ୍ଷରୁ ଏ ନେଇ ଅନୁମତି ଦିଆଯିବା ପରେ ଯାତ୍ରା ଆରମ୍ଭ ହୋଇଛି । କୈଳାଶ ମାନସରୋବର ଯାତ୍ରା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଥମ ବ୍ୟାଜ ତୀର୍ଥଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ […]

kailash_mansarovar_yatra

kailash_mansarovar_yatra

Rakesh Mallick
  • Published: Monday, 22 June 2015
  • Updated: 22 June 2015, 07:53 AM IST

Sports

Latest News

ଗ୍ୟାଙ୍ଗଟକ : ୫୦ ବର୍ଷ ପରେ ସୋମବାରଠାରୁ ଆରମ୍ଭ ହୋଇଛି କୈଳାଶ ମାନସରୋବର ଯାତ୍ରା । ୧୯୬୨ ସିନୋ-ଭାରତ ଯୁଦ୍ଧ ପରଠାରୁ ବନ୍ଦ ହୋଇଥିବା ନାଥୁ ଲା ଦ୍ୱାରକୁ ଖାଲିଦିଆଯିବା ପରେ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇପାରିଛି । ରବିବାର ଚୀନ ରାଷ୍ଟ୍ରଦୂତ ପକ୍ଷରୁ ଏ ନେଇ ଅନୁମତି ଦିଆଯିବା ପରେ ଯାତ୍ରା ଆରମ୍ଭ ହୋଇଛି । କୈଳାଶ ମାନସରୋବର ଯାତ୍ରା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରଥମ ବ୍ୟାଜ ତୀର୍ଥଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଚୀନ ଦୂତାବାସକୁ ପଠାଯାଇଛି । ସେଠାରୁ ଅନୁମତି ମିଳିବା ପରେ ୩୯ଜଣ ତୀର୍ଥଯାତ୍ରୀଙ୍କୁ ନାଥୁ ଲା ମାନସରୋବର ଯାତ୍ରା କରିଛନ୍ତି ।

ରବିବାର ସନ୍ଧ୍ୟାରେ ଚୀନ ରାଷ୍ଟ୍ରଦୂତ ଲି ୟଜେଙ୍ଗ ଓ ତାଙ୍କ ସହ ଆସିଥିବା ୪ଜଣ ବରିଷ୍ଠ ଅଧିକାରୀ ନାଥୁ ଲା ପାସ ଦେଇ ସିକ୍କିମରେ ପହଞ୍ଚିଥିଲେ । ଏହାପରେ ଏହି ଦଳ ମୁଖ୍ୟମନ୍ତ୍ରୀ ପୱନ ଛାମଲିଂଙ୍କୁ ଭେଟିଥିଲେ। ଏହି ଯାତ୍ରା ପାଇଁ ତୀର୍ଥକରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ସରକାରୀ ସୁରକ୍ଷା ଦିଆଯିବ ବୋଲି ସେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ବ୍ୟାଜରେ ଏହି ୩୯ଜଣ ତୀର୍ଥଯାତ୍ରୀଙ୍କୁ କୈଳାଶ ମାନସରୋବର ଯାତ୍ରା ଲାଗି ଚୀନ ସରକାର ଅନୁମତି ଦେଇଛନ୍ତି। ଭାରତରୁ ନାଥୁ ଲା ମାନସରୋବର ଯାତ୍ରାସ୍ଥଳୀକୁ ଯାଉଥିବା ତୀର୍ଥଯାତ୍ରୀଙ୍କୁ ତିବ୍ବତ ଅଟନୋମସ୍ ରିଜନରେ ରହଣୀ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଥୁ ଲା ମାନସରୋବର ଯାତ୍ରାସ୍ଥାଳୀକୁ ଯିବା ପାଇଁ ଚୀନ-ଭାରତ ସରକାରଙ୍କ ସହଯୋଗରେ ପ୍ରସ୍ତୁତ ହୋଇଛି ନୂତନ ରୁଟ । ତୀର୍ଥଯାତ୍ରୀମାନେ ବସରେ ଯିବା ଆସିବାର ବ୍ୟବସ୍ଥା କରାଯାଇଛି । ତୀର୍ଥଯାତ୍ରୀମାନେ ହିମାଳୟ ପାସ ଭାୟା ଉତ୍ତରାଖଣ୍ଡର ଲିପୁଲେଖ ପାସ ଦେଇ ଯିବାକୁ ରୁଟ ମ୍ୟାପ ପ୍ରସ୍ତୁତ ହୋଇଛି। ସମୁଦ୍ର ପତ୍ତନରୁ ୧୬ ହଜାର ଫୁଟ ଉଚ୍ଚରେ ଥିବା ଏହି ତୀର୍ଥଯାତ୍ରାର ପ୍ରଥମ ବ୍ୟାଜର ମାନସରୋବର ପରିକ୍ରମା ଆସନ୍ତା ଜୁନ ୧୭ରେ ଶେଷ ହେବ। ପରେ ଜୁନ ୨୮ରେ ଭାରତକୁ ଫେରିବେ ତୀର୍ଥଯାତ୍ରୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story