ତାମିଲନାଡୁରେ ୨୪ ଘଣ୍ଟାରେ ୫୩୬ ଚିହ୍ନଟ, ୧୨ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ଚେନ୍ନାଇ: ତାମିଲନାଡୁରେ ନିରନ୍ତର ଭାବରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୫୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧,୭୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ମହାରାଷ୍ଟ୍ରରୁ ଫେରିଥିଲେ। 536 more #COVID19 cases (46 returned from Maharashtra) & 3 deaths reported in Tamil Nadu today. Total number of cases in […]

coronavirus-in-asia

coronavirus-in-asia

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 09:39 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ନିରନ୍ତର ଭାବରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୫୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧,୭୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ମହାରାଷ୍ଟ୍ରରୁ ଫେରିଥିଲେ।

https://twitter.com/ANI/status/1262370303344128000

ତାମିଲନାଡୁର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଏବେ ୭,୨୭୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଆଜି ତିନି ଜଣଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ମୋଟ୍ ୮୧ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ରବିବାର ରାଜ୍ୟରେ କରୋନାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୩୯ ଜଣ ନୂଆ ଚିହ୍ନଟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story