ବିଲ୍ଡିଂରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ

ଗ୍ୱାଲିଅର: ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ମଧ୍ୟପ୍ରଦେଶ ଗ୍ୱାଲିଅରର ଇଦରଗଞ୍ଜରେ ଥିବା ଏକ କୋଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ଦୋକାନ ସହିତ ଲୋକମାନେ ରହୁଥିଲେ। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ଲୋକଙ୍କ ପ୍ରୟାସରେ ଘର ଭିତରେ ଥିବା ୮ ଜଣ ଲୋକଙ୍କୁ ଉଦ୍ଧାର […]

gwalior-Fire

gwalior-Fire

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 03:30 PM IST

Sports

Latest News

ଗ୍ୱାଲିଅର: ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ମଧ୍ୟପ୍ରଦେଶ ଗ୍ୱାଲିଅରର ଇଦରଗଞ୍ଜରେ ଥିବା ଏକ କୋଠାରେ ନିଆଁ ଲାଗିଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି କୋଠାରେ ଦୋକାନ ସହିତ ଲୋକମାନେ ରହୁଥିଲେ। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସ୍ଥାନୀୟ ଲୋକଙ୍କ ପ୍ରୟାସରେ ଘର ଭିତରେ ଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୪ ମହିଳା ଓ ୩ ଛୋଟ ଛୁଆ ରହିଛନ୍ତି। ବିଲ୍ଡିଂରେ ଅନେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଥିଲେ ମଧ୍ୟ ଜରୁରୀକାଳୀନ ଭିତରେ ନିଆଁ ଲିଭାଇବା ପାଇଁ ଆବଶ୍ୟକ ଉପକରଣ ନଥିଲା। ତେଣୁ ନିଆଁ ଲିଭାଇବା ପାଇଁ କୋଠାରେ ଗୋଟିଏ ଘରର କାନ୍ଥ ଭାଙ୍ଗାଯାଇଛି। ଏହି ଭଙ୍ଗା କାନ୍ଥ ଜରିଆରେ ଫସି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ନିଆଁ ଲାଗିଥିବା ନେଇ ଜାଣିବା ପରେ ଗ୍ୱାଲିଅରର ଜିଲ୍ଲାପାଳ, ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେଉଁ ଦୋକାନରେ ଅଏଲ ପେଣ୍ଟ ଥିଲା ସେହିଠାରୁ ହଠାତ୍ ନିଆଁ ଲାଗିଥିବା ଜଣାପଡ଼ିଥିଲା। ପରେ ବ୍ୟାପିଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ୩ କିଲୋମିଟର ଯାଏ ଆକାଶ ପୂରା ଧୂଆଁରେ ଘୋଡ଼େଇ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story