ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶକ୍ତି ବିଭାଗକୁ ୯୦ ହଜାର କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୯୦ ହଜାର କୋଟି ଟଙ୍କାର ପ୍ୟାକେଜ ଦେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ। ଦୁଇଟି ପର୍ଯ୍ୟାୟରେ ଏହି ଟଙ୍କା ଦେବ କେନ୍ଦ୍ର ସରକାର। ଏହି ପ୍ୟାକେଜ ଦ୍ୱାରା ବିଦ୍ୟୁତ ବଣ୍ଟନ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶସ୍ଵରୂପ ଶକ୍ତି ଅର୍ଥ ନିଗମ (ପିଏଫସି) ଓ ଗ୍ରାମାଞ୍ଚଳ ବିଦ୍ୟୁତକରଣ ନିଗମ […]

power sector

power sector

Subhransu Sekhar
  • Published: Saturday, 16 May 2020
  • Updated: 16 May 2020, 09:50 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୯୦ ହଜାର କୋଟି ଟଙ୍କାର ପ୍ୟାକେଜ ଦେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ। ଦୁଇଟି ପର୍ଯ୍ୟାୟରେ ଏହି ଟଙ୍କା ଦେବ କେନ୍ଦ୍ର ସରକାର। ଏହି ପ୍ୟାକେଜ ଦ୍ୱାରା ବିଦ୍ୟୁତ ବଣ୍ଟନ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶସ୍ଵରୂପ ଶକ୍ତି ଅର୍ଥ ନିଗମ (ପିଏଫସି) ଓ ଗ୍ରାମାଞ୍ଚଳ ବିଦ୍ୟୁତକରଣ ନିଗମ (ଆରଇସି) ଜରିଆରେ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ ପିଏଫସି ଏବଂ ଆରଇସିକୁ ୧୦ ବର୍ଷ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଦୀର୍ଘମିଆଦି ଋଣ ପ୍ରଦାନ କରିବେ ସରକାର।

ଏ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛି କେନ୍ଦ୍ର। ଆରଇସି ଏବଂ ପିଏଫସି ତୁରନ୍ତ ଡ଼ିସକମକୁ ଋଣ ପ୍ରଦାନ କରିବେ। ଏହି ଋଣ ପ୍ରଦାନକାରୀ ଚଳନ୍ତି ପୁଞ୍ଜି ଉଦୟ (ୟୁଡିଏୱାଇ) ନିୟମାବଳୀ ଅନୁସାରେ ପ୍ରଦାନ କରାଯିବ। ଉଦୟ ଚଳନ୍ତି ପୁଞ୍ଜି ପରିସରଭୁକ୍ତ ହୋଇନଥିବା ଡ଼ିସକମଗୁଡିକ ମଧ୍ୟ ଏହି ଋଣ ପାଇପାରିବେ। ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଠାରୁ ବିଦ୍ୟୁତ ଦେୟ ଓ ସବସିଡ ବାବଦ ଅର୍ଥ ମିଳୁଥିବ। ଏହି ଋଣଗୁଡିକ ଦୀର୍ଘମିଆଦି ଏବଂ ଡ଼ିସକମର ଚଳନ୍ତି ପୁଞ୍ଜି ଆବଶ୍ୟକତାର ବିରୁଦ୍ଧାଚରଣ କରୁନଥିବାରୁ ଋଣ ପ୍ରଦାନରେ କୌଣସି ଅସୁବିଧା ହେବନାହିଁ ।

ଲକଡାଉନ୍ ପାଇଁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ବିଦ୍ୟୁତ୍ ଚାହିଦା ଅନେକ ହ୍ରାସ ପାଇଥିବାରୁ ଶକ୍ତି ବିଭାଗ ଆର୍ଥିକ ସମସ୍ୟାରେ ପଡ଼ିଛି। ଲକଡାଉନ୍ ବେଳେ ବିଦ୍ୟୁତ୍ ବ୍ୟବହାର ହେଉନଥିଲେ ମଧ୍ୟ ଡ଼ିସକମକୁ ଆର୍ଥିକ ବୋଝ ସମ୍ଭାଳିବାକୁ ପଡୁଛି । ଏବେ ଏହି ପ୍ୟାକେଜ ଦ୍ୱାରା ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ସରକାର କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜର ଚତୁର୍ଥ ପର୍ଯ୍ୟାୟରେ କୋଇଲା, ଖଣି, ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ଓ ବିଜୁଳି ବିତରଣ ଆଦି ଉପରେ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story