ଦିଲ୍ଲୀ ବିଜୟ ପରେ ଅନ୍ୟ ରାଜ୍ୟ ଓ ପୌର ନିର୍ବାଚନ ଉପରେ ଆପ୍‌ର ନଜର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପୁଳ ବିଜୟ ପରେ ଏବେ ନିଜ କଳେବର ବଢ଼ାଇବାକୁ ପ୍ରସ୍ତୁତ ହେଉଛି ଆମ୍‌ ଆଦମୀ ପାର୍ଟି। କେବଳ ଦିଲ୍ଲୀରେ ସୀମିତ ନରହି ଏହି ଦଳ ବର୍ତ୍ତମାନ ନିଜ ବାର୍ତ୍ତାକୁ ପଲ୍ଲୀ ଯାଏ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ୁଛି। ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବେ ନିଜର କ୍ୟାଡର ସଂଖ୍ୟା ବଢ଼ାଇବା ପାଇଁ ପୁରା ଦମ୍‌ ଲଗାଇବେ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ଦଳ ପ୍ରାର୍ଥୀ […]

Kejriwal

Kejriwal

Subrat Kumar Nayak
  • Published: Friday, 14 February 2020
  • Updated: 14 February 2020, 07:09 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ବିପୁଳ ବିଜୟ ପରେ ଏବେ ନିଜ କଳେବର ବଢ଼ାଇବାକୁ ପ୍ରସ୍ତୁତ ହେଉଛି ଆମ୍‌ ଆଦମୀ ପାର୍ଟି। କେବଳ ଦିଲ୍ଲୀରେ ସୀମିତ ନରହି ଏହି ଦଳ ବର୍ତ୍ତମାନ ନିଜ ବାର୍ତ୍ତାକୁ ପଲ୍ଲୀ ଯାଏ ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ୁଛି। ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବେ ନିଜର କ୍ୟାଡର ସଂଖ୍ୟା ବଢ଼ାଇବା ପାଇଁ ପୁରା ଦମ୍‌ ଲଗାଇବେ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ଦଳ ପ୍ରାର୍ଥୀ ଦେବାର ଅଛି।

ଆପ୍‌ର ଦିଲ୍ଲୀ ଆବାହକ ଗୋପାଲ ରାୟ କହିଛନ୍ତି, ଦଳ ୩ଟି ସ୍ତରରେ କାମ କରୁଛି। ଏହା ଦିଲ୍ଲୀକୁ ଦେଇଥିବା ୧୦ଟି ଗ୍ୟାରେଣ୍ଟି ପୂରଣ କରିବା ସହ ୨୦୨୨ରେ ସେଠାରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବ। ୧୦ଟି ଗ୍ୟାରେଣ୍ଟି ମଧ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ, ଡୋରଷ୍ଟେପ୍‌ ଡେଲିଭରୀ ଏବଂ ଉଚ୍ଚଶିକ୍ଷା ଆଦି ରହିବ। ଆପ୍‌ ଦିଲ୍ଲୀକୁ ଆବର୍ଜନାମୁକ୍ତ କରିବ ବୋଲି ସେ କହିଛନ୍ତି। ଏଥିପାଇଁ ଏମ୍‌ସିଡି ନିର୍ବାଚନ ଜିତିବା ଆବଶ୍ୟକୀୟ ବୋଲି ଶ୍ରୀ ରାୟ କହିଛନ୍ତି।

ସାରା ଦେଶରେ ଭଲ୍ୟୁଣ୍ଟିଅର ସଂଗ୍ରହ କରାଯିବ ବୋଲି ସେ କହିବା ସହ ମିସ୍‌କଲ୍‌ ଜରିଆରେ ସଦସ୍ୟ ସଂଗ୍ରହ ବାବଦରେ କହିଛନ୍ତି। କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଶପଥ ପରେ ଜାତୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଏହି ବୈଠକରେ ହିଁ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ହିଁ ସବୁ ରାଜ୍ୟରେ କର୍ମୀ ସଂଗ୍ରହ ଅଭିଯାନ ଜୋର କରାଯିବ। କିଛି ରାଜ୍ୟ ବଛାଯାଇ ସେଠାରେ ପୌର ଓ ଅନ୍ୟ ସ୍ଥାନୀୟ ନିର୍ବାଚନ ଲଢ଼ାଯିବ।

ସେ କେଜ୍ରିୱାଲଙ୍କ ବାବଦରେ କହିଛନ୍ତି, ସେ ସକାରାତ୍ମକ ରାଷ୍ଟ୍ରବାଦର ପରିଚୟ ସାଉଁଟିଛନ୍ତି। ଆଗକୁ ସଂସଦରେ ଏବଂ ସାରା ଦେଶରେ ସେ ବିରୋଧୀଙ୍କ ମୁହଁ ଭାବେ ପରିଚିତ ହେବେ। ଆଗାମୀ ଦିନରେ ପଶ୍ଚିମବଙ୍ଗ ଏବଂ ବିହାରରେ ନିର୍ବାଚନ ହେବାକୁ ଥିବାରୁ ବୈଠକ ପରେ ଏବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story