ଆଫ୍ରିକାରେ ହଜାରେ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଲଗୋସ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଶନିବାର ସୁଦ୍ଧା ୨୧୦ଟି ଦେଶକୁ ବ୍ୟାପିଥିବା ଏହି ଭାଇରସରେ ଏଯାବତ ୨ ଲକ୍ଷ ୨୫ ହଜାର ୭୯୦ ଜଣ ସଂକ୍ରମିତ ହୋଇଥିବାବେଳେ ୧୫୪,୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ୫ ଲକ୍ଷ ୭୧ ହଜାର ୧୪୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏସିଆ, ୟୁରୋପ, ଉତ୍ତର ଆମେରିକା ଭଳି ଆଫ୍ରିକା ମହାଦେଶ ମଧ୍ୟ ଏହି ପ୍ରାଣଘାତୀ ଭାଇରସର ଶିକାର ହୋଇଛି। ଆଫ୍ରିକାରେ ଏଯାବତ ୨୦,୪୭୪ […]

AFRICA CORONA

AFRICA CORONA

Subhransu Sekhar
  • Published: Saturday, 18 April 2020
  • Updated: 18 April 2020, 11:04 AM IST

Sports

Latest News

ଲଗୋସ: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଶନିବାର ସୁଦ୍ଧା ୨୧୦ଟି ଦେଶକୁ ବ୍ୟାପିଥିବା ଏହି ଭାଇରସରେ ଏଯାବତ ୨ ଲକ୍ଷ ୨୫ ହଜାର ୭୯୦ ଜଣ ସଂକ୍ରମିତ ହୋଇଥିବାବେଳେ ୧୫୪,୨୬୬ ଜଣଙ୍କର ମୃତ୍ୟୁ ଘଟିଛି। ୫ ଲକ୍ଷ ୭୧ ହଜାର ୧୪୭ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଏସିଆ, ୟୁରୋପ, ଉତ୍ତର ଆମେରିକା ଭଳି ଆଫ୍ରିକା ମହାଦେଶ ମଧ୍ୟ ଏହି ପ୍ରାଣଘାତୀ ଭାଇରସର ଶିକାର ହୋଇଛି। ଆଫ୍ରିକାରେ ଏଯାବତ ୨୦,୪୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧,୦୨୪ ଜଣଙ୍କର ମୃତ୍ୟୁ ଘଟିଛି। ୪,୯୭୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୧୪, ୪୭୭ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୮୭ ଏବେ ଗୁରୁତର ରହିଛନ୍ତି।

ଆଫ୍ରିକାରେ ଥିବା ଦେଶ ମଧ୍ୟରେ ଆଲଜେରିଆ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଯାବତ ଆଲଜେରିଆରେ ୨,୪୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୬୪ ଜଣଙ୍କର ମୃତ୍ୟୁ ଘଟିଛି। ୮୪୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆଲଜେରିଆ ପରେ ମୋରକ୍କୋରେ ୨,୫୬୪ ଜଣ ସଂକ୍ରମିତ ହୋଇଥିବାବେଳେ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଇଜିପ୍ଟରେ ୨,୮୪୪ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୦୫ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story