ଆଫଗାନିସ୍ତାନ: ବୋମା ବିସ୍ଫୋରଣରେ ୯ ଶିଶୁଙ୍କ ସମେତ ୧୯ ମୃତ

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ହେଲମାଣ୍ଡ ପ୍ରଦେଶରେ ତାଲିବାନୀ ଆତଙ୍କବାଦୀ ରାସ୍ତାରେ ପୋତି ଥିବା  ଏକ ବୋମା ବିସ୍ଫୋରଣ ହୋଇଯିବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୯ ଶିଶୁ ଓ ୮ ମହିଳା। ୫ ଜଣ ଆହତ ହୋଇଛନ୍ତି। ମୃତ ସମସ୍ତ ଶିଶୁ ମାନଙ୍କ ବୟସ ୫ବର୍ଷ ମଧ୍ୟରେ ହେବ ବୋଲି ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ତେବେ ଏ ଘଟଣା ନେଇ ତାଲିବାନୀ ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହିଁ। ଏହି […]

mutha

mutha

Rakesh Mallick
  • Published: Sunday, 21 June 2015
  • Updated: 04 May 2017, 03:45 PM IST

Sports

Latest News

କାବୁଲ: ଆଫଗାନିସ୍ତାନର ଦକ୍ଷିଣ ହେଲମାଣ୍ଡ ପ୍ରଦେଶରେ ତାଲିବାନୀ ଆତଙ୍କବାଦୀ ରାସ୍ତାରେ ପୋତି ଥିବା  ଏକ ବୋମା ବିସ୍ଫୋରଣ ହୋଇଯିବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୯ ଶିଶୁ ଓ ୮ ମହିଳା। ୫ ଜଣ ଆହତ ହୋଇଛନ୍ତି। ମୃତ ସମସ୍ତ ଶିଶୁ ମାନଙ୍କ ବୟସ ୫ବର୍ଷ ମଧ୍ୟରେ ହେବ ବୋଲି ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ତେବେ ଏ ଘଟଣା ନେଇ ତାଲିବାନୀ ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହିଁ।

ଏହି ସମସ୍ତ ମୃତକ ମାନେ ହେଲମାଣ୍ଡ ପ୍ରଦେଶର ମାରଜାହ ଜିଲ୍ଲାର ଅଧିବାସୀ। ଯୁଦ୍ଧ ଯୋଗୁ ସେମାନେ ଘର ଦ୍ୱାର ଛାଡ଼ି ପଳାଇଥିଲେ। ଶିନିବାର ବିଳମ୍ବିତ ରାତିରେ ସେମାନେ ଏକ ଭ୍ୟାନ ଯୋଗେ ସେମାନଙ୍କ ଗାଁକୁ ଫେରୁଥିଲେ। ତେବେ ରାସ୍ତାରେ ପୋତା ଯାଇଥିବା ଏକ ବୋମା ଉପରେ ଭ୍ୟାନଟି ଚଢ଼ି ଯିବା ପରେ ବିସ୍ଫୋରଣ ଘଟିଥିଲା।

ଅନ୍ୟପକ୍ଷରେ ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ପ୍ରଦେଶର ରାଜଧାନୀ କୁନ୍ଦୁଜ ସହର ଆଡ଼କୁ ଆଗେଇ ଚାଲିଛନ୍ତି ତାଲିବାନୀ ଆତଙ୍କବାଦୀ। ଶନିବାର ସୁଦ୍ଧା ସମାନ ପାଖ ଜିଲ୍ଲା ଚରଦରାକୁ ନିଜ କବଜାକୁ ନେଇ ଯାଇଛନ୍ତି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ ଚରଦରାର ୧୨ଟି ପୋଲିସ୍ ଚୌକିକୁ ସେମାନେ କବଜାକୁ ନେଇ ସାରିଛନ୍ତି। ଏଥିରେ ଆଫଗାନ୍ ପୋଲିସ୍ ଓ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ୨୫ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଛି। କୁନ୍ଦୁଜ ପ୍ରଦେଶର ଗଭର୍ଣ୍ଣରଙ୍କ ଘର ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ରବିବାର ସଂଘର୍ଷ ଜାରି ରହିଥିଲା। ଯଦି ତାଲିବାନୀ ଆତଙ୍କୀମାନେ କୁନ୍ଦୁଜ ସହରକୁ ନିଜ କବଜାକୁ ନେଇ ଯାଆନ୍ତି ତା’ହେଲେ ଆଫଗାନିସ୍ତାନ ସରକାରଙ୍କ ପାଇଁ ଏହା ବଡ଼ ଧକ୍କା ହେବ। କାରଣ ଚଳିତ ବର୍ଷ ଆଫଗାନ ସେନା ଆମେରିକାର ସହାୟତା ବିନା ସବୁ ଯୁଦ୍ଧ ଲଢ଼ିଛି। ଅନ୍ୟପକ୍ଷରେ କୁନ୍ଦୁଜ ପ୍ରଦେଶର ଉପ-ରାଜ୍ୟପାଳ କହିଛନ୍ତି ଯେ ଖୁବଶୀଘ୍ର ଆଫଗାନ୍ ସେନା ପୁଣି ଥରେ ଚରଦାର ଜିଲ୍ଲାକୁ ନିଜ କବଜାକୁ ନେଇ ଆସିବ। ଏନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story