ଆଫଗାନିସ୍ତାନ ସଂସଦରେ ଆକ୍ରମଣ: ୭ ଆତଙ୍କୀଙ୍କ ସମେତ ୧୩ ମୃତ

କାବୁଲ:  ଆଫଗାନିସ୍ତାନର ସଂସଦ ଭବନ ଉପରେ ସୋମବାର ହୋଇଛି ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ଓ ସୁରକ୍ଷା କର୍ମଚାରୀଙ୍କ ମଧ୍ୟରେ ସକାଳୁ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି । ସମସ୍ତ ୭ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା।  ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।  ମୃତଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ଆହୁରି ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କ […]

boma

boma

Rakesh Mallick
  • Published: Monday, 22 June 2015
  • Updated: 04 May 2017, 03:45 PM IST

Sports

Latest News

କାବୁଲ:  ଆଫଗାନିସ୍ତାନର ସଂସଦ ଭବନ ଉପରେ ସୋମବାର ହୋଇଛି ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ଓ ସୁରକ୍ଷା କର୍ମଚାରୀଙ୍କ ମଧ୍ୟରେ ସକାଳୁ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି । ସମସ୍ତ ୭ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା।  ଏହି ଆତଙ୍କବାଦୀ ଆକ୍ରମଣ ଯୋଗୁ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।  ମୃତଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ଆହୁରି ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ଶିଶୁ ଅଛନ୍ତି।

ତାଲିବାନୀ ଆତଙ୍କବାଦୀ ମାନେ ଆଫଗାନିସ୍ତାନ ସଂସଦର ନିମ୍ନ ସଦନକୁ ବୋମା ଦ୍ୱାରା ଉଡ଼ାଇ ଦେଇଛନ୍ତି। ଏହି ଘଟଣାର କିଛି ସମୟ ପରେ ହିଁ  ତାଲିବାନୀ ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିଥିଲା। କାବୁଲ ପୋଲିସର ମୁଖପାତ୍ର କହିଛନ୍ତି ଯେ ଆତଙ୍କବାଦୀ ମାନେ ପ୍ରଥମେ ସଂସଦର ଗେଟ୍ ନିକଟରେ ଏକ କାର ବୋମା ବିସ୍ଫୋରଣ କରିଥିଲେ। ତା’ ପରେ ସଂସଦ ଭିତରକୁ ପଶି ଗୁଳି କରିଥିଲେ। ତା’ ପରେ ପରେ ସଂସଦ ଭିତରେ ଆଉ କେତୋଟି ବିସ୍ଫୋରଣ କରିଥିଲେ। ଏଥିରେ ସଂସଦର  ନିମ୍ନ ସଦନ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ କୌଣସି ଭାରତୀୟ ହତାହତ ହୋଇନାହାନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ପାର୍ଲିଆମେଣ୍ଟରେ ନିର୍ମାଣକାର୍ଯ୍ୟରେ ଅନେକ ଭାରତୀୟ ଶ୍ରମିକ ନିୟୋଜିତ ହୋଇଛନ୍ତି।

ଏହି ଆକ୍ରମଣ ଯୋଗୁ ଆଫଗାନିସ୍ତାନ  ସେନାର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story