ସପ୍ତାହକ ପରେ ପୁଣି ଥରିଲା ଆଣ୍ଡାମାନ

ନୂଆଦିଲ୍ଲୀ: ୭ ଦିନ ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ହୋଇଛି। ସକାଳ ୭ଟା ୨୪ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇନଥିବା ସୂଚନା ରହିଛି। ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଥିଲା । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ।

earh quake andaman island

Subhransu Sekhar
  • Published: Monday, 08 April 2019
  • , Updated: 08 April 2019, 09:36 AM IST

ନୂଆଦିଲ୍ଲୀ: ୭ ଦିନ ପରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ହୋଇଛି। ସକାଳ ୭ଟା ୨୪ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭୂମିକମ୍ପର ତୀବ୍ରତା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇନଥିବା ସୂଚନା ରହିଛି।

ଏହା ପୂର୍ବରୁ ଏପ୍ରିଲ ୧ ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୨ ଘଣ୍ଟା ମଧ୍ୟରେ ୯ଥର ଭୂମିକମ୍ପ ହୋଇଥିଲା । ୪.୭ରୁ ୫.୨ ମଧ୍ୟରେ ଭୂମିକମ୍ପର ତୀବ୍ରତା ଥିଲା ।

Related story