ଏୟାରବସ-୩୩୦ରେ ବୋମା ଗୁଜବ, ଦିଲ୍ଲୀରେ ଜରୁରୀ ଅବତରଣ କଲା ତୁର୍କୀ ବିମାନ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ତୁର୍କୀ ଏୟାରଲାଇନର ଏୟାରବସ-୩୩୦। ବ୍ୟାଙ୍ଗକକରୁ ଇସ୍ତାନବୁଲ ଯାଉଥିବା ଏହି ବିମାନରେ ବୋମା ଥିବା ଜଣେ ମହିଳାଯାତ୍ରୀ ଲିପଷ୍ଟିକରେ ୱାସରୁମ ମିରରରେ ଲଖିଥିଲେ । ଏହା ଜଣାପଡିବା ପରେ ପାଇଲଟ ନାଗପୁର ଏୟାରଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ନାଗପୁର ଏୟାର କଣ୍ଟ୍ରୋଲର ଦିଲ୍ଲୀରେ ବିମାନକୁ ଅବତରଣ କରାଇବକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ପ୍ରାୟ ୧ଟା ୪୧ରେ ତୁର୍କୀ ବିମାନ କଡ଼ା ସୁରକ୍ଷା ବଳୟରେ ଅବତରଣ କରିଥିଲା […]

turkish airline

turkish airline

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 01:34 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ତୁର୍କୀ ଏୟାରଲାଇନର ଏୟାରବସ-୩୩୦। ବ୍ୟାଙ୍ଗକକରୁ ଇସ୍ତାନବୁଲ ଯାଉଥିବା ଏହି ବିମାନରେ ବୋମା ଥିବା ଜଣେ ମହିଳାଯାତ୍ରୀ ଲିପଷ୍ଟିକରେ ୱାସରୁମ ମିରରରେ ଲଖିଥିଲେ । ଏହା ଜଣାପଡିବା ପରେ ପାଇଲଟ ନାଗପୁର ଏୟାରଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ନାଗପୁର ଏୟାର କଣ୍ଟ୍ରୋଲର ଦିଲ୍ଲୀରେ ବିମାନକୁ ଅବତରଣ କରାଇବକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ପ୍ରାୟ ୧ଟା ୪୧ରେ ତୁର୍କୀ ବିମାନ କଡ଼ା ସୁରକ୍ଷା ବଳୟରେ ଅବତରଣ କରିଥିଲା । ବିମାନ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲେଇ ଦିଆଯାଇଥିଲା ।turkish airlineବିମାନକୁ ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋ, ଜାତୀୟ ସୁରକ୍ଷା ଗାର୍ଡ ଓ ଦିଲ୍ଲୀ ପୋଲିସ ଯାଞ୍ଚ କରିଥିଲେ। ଦୀର୍ଘ ସମୟ ଯାଞ୍ଚ ପରେ କୌଣସି କ୍ୟାବିନରେ ବୋମା ନ ଥିବା ଜଣାପଡିଥିବା ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ବିମାନରେ ଥିବା ସବୁ ଯାତ୍ରୀମାନଙ୍କୁ ପଚରାଉଚରା କରାଯାଉଛି । ବିମାନବନ୍ଦରରେ ଥିବା ଇଣ୍ଟେଲିଜନ୍ସ ବ୍ୟୁରୋ (ଆଇବି) ଓ ର’ (ରିସର୍ଚ୍ଚ ଆଣ୍ଡ ଆନାଲିସ ୱିଙ୍ଗ୍)ର ସୁରକ୍ଷାକର୍ମୀ  ବୋମା ନେଇ ଯାତ୍ରୀମାନଙ୍କୁ ବାରମ୍ବାର ପଚରାଉଚରା କରୁଥିବାରୁ ଯାତ୍ରୀମାନଙ୍କ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପଟରେ ବିମାନରେ ବୋମା ଥିବା ଜାଣିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସିଆଇଏସଏଫ୍ ମୁଖ୍ୟ ଓ ବିମାନବନ୍ଦର ସୁରକ୍ଷା ବିଭାଗଙ୍କ ଆଲୋଚନା କରିଥିଲେ । ଏହାସହ ବେସାମରିକ ବିମାନ ମନ୍ତ୍ରାଳୟର ଏକ ଜରୁରୀକାଳୀନ ବୈଠକ ବସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story