ମହିଳା ପାଇଲଟ୍‌ଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ କରିବ ଐତିହାସିକ ଉଡାଣ

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଐତିହାସିକ ଉଡାଣ କରିବ ଏୟାର ଇଣ୍ଡିଆ ବିମାନ। କେବଳ ମହିଳା ପାଇଲଟ ଓ କ୍ରିଉଙ୍କୁ ନେଇ ଦିଲ୍ଲୀରୁ ସାନ୍‌ ଫ୍ରାନସିସ୍କୋ ଯାତ୍ରା କରିବ ଏହି ବିମାନ। ଏଥିରେ ୪ଜଣ ମହିଲା ପାଇଲଟଙ୍କ ସହ ୧୪ ଜଣ ମହିଳା କର୍ମଚାରୀ ରହିବେ। ଏୟାର ଇଣ୍ଡିଆ ସିଏମ୍‌ଡି ଅଶ୍ୱିନୀ ଲୋହାନୀ କହିଛନ୍ତି, “ଏହି ବିମାନ ଉଡାଣ ନାରୀ ସଶକ୍ତିକରଣ ଦିଗରେ ଏକ ପଦକ୍ଷେପ। ମାର୍ଚ୍ଚ ୮ ତାରିଖ […]

air-india

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 06:09 AM IST

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଐତିହାସିକ ଉଡାଣ କରିବ ଏୟାର ଇଣ୍ଡିଆ ବିମାନ। କେବଳ ମହିଳା ପାଇଲଟ ଓ କ୍ରିଉଙ୍କୁ ନେଇ ଦିଲ୍ଲୀରୁ ସାନ୍‌ ଫ୍ରାନସିସ୍କୋ ଯାତ୍ରା କରିବ ଏହି ବିମାନ। ଏଥିରେ ୪ଜଣ ମହିଲା ପାଇଲଟଙ୍କ ସହ ୧୪ ଜଣ ମହିଳା କର୍ମଚାରୀ ରହିବେ।

ଏୟାର ଇଣ୍ଡିଆ ସିଏମ୍‌ଡି ଅଶ୍ୱିନୀ ଲୋହାନୀ କହିଛନ୍ତି, “ଏହି ବିମାନ ଉଡାଣ ନାରୀ ସଶକ୍ତିକରଣ ଦିଗରେ ଏକ ପଦକ୍ଷେପ। ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ ଭାରତ ଭିତରେ ମହିଳା କ୍ରିଉଙ୍କୁ ନେଇ ୨୨ଟି ବିମାନ ଉଡିବ।

Related story