ଏୟାରବ୍ରିଜରେ ପିଟି ହେଲା ଗୋ ଏୟାର ବିମାନ

ନୂଆଦିଲ୍ଲୀ: ମୁମ୍ୱାଇରୁ ଉଡାଣ କରିଥିବା ଗୋ ଏୟାରର ଏକ ବିମାନ ଚେନ୍ନାଇ ଠାରେ ଏକ ଏୟାରବ୍ରିଜରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୧୬୮ ଯାତ୍ରୀ ଥିଲେ। ଏୟାର ବ୍ରିଜରେ ଧକ୍କା ହେବା ଫଳରେ ବିମାନର କିଛି ଅଂଶ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା  ସୂଚନା ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।