ମଣିଷ ଶରୀରରେ କରୋନା ଭ୍ୟାକସିନର ସଫଳ ପ୍ରୟୋଗ!

ଓ୍ୱାଶିଂଟନ: କରୋନା ଭାଇରସ ସଂକ୍ରମଣ ନିରନ୍ତର ଭାବରେ ବଢ଼ି ଚାଲିଛି। ଏହାରି ଭିତରେ ଆମେରିକାର ଫାର୍ମା କମ୍ପାନୀ Moderna Inc. ଭ୍ୟାକସିନ୍ ବାହାର କରିଛି। ଯାହାକି ମଣିଷ ଶରୀରରେ ପ୍ରୟୋଗ ହେବା ପରେ ସଫଳ ହୋଇଛି ବୋଲି ସେ ଦାବି କରିଛି। ପୂର୍ବରୁ ଯେଉଁସବୁ ଭ୍ୟାକସିନ୍ ବାହାରିଛି ତାହା ଜୀବଜନ୍ତୁଙ୍କ ଉପରେ ସଫଳ ହୋଇଥିଲା, ମଣିଷ ଶରୀରରେ ନୁହେଁ। ଏବେ Moderna Inc. ଦାବି କରିଛି ସେ ବାହାର କରିଥିବା ଭ୍ୟାକସିନ ୪୫ ଜଣ ସୁସ୍ଥ ମଣିଷଙ୍କ […]

corona test

corona test

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 12:59 PM IST

Sports

Latest News

ଓ୍ୱାଶିଂଟନ: କରୋନା ଭାଇରସ ସଂକ୍ରମଣ ନିରନ୍ତର ଭାବରେ ବଢ଼ି ଚାଲିଛି। ଏହାରି ଭିତରେ ଆମେରିକାର ଫାର୍ମା କମ୍ପାନୀ Moderna Inc. ଭ୍ୟାକସିନ୍ ବାହାର କରିଛି। ଯାହାକି ମଣିଷ ଶରୀରରେ ପ୍ରୟୋଗ ହେବା ପରେ ସଫଳ ହୋଇଛି ବୋଲି ସେ ଦାବି କରିଛି। ପୂର୍ବରୁ ଯେଉଁସବୁ ଭ୍ୟାକସିନ୍ ବାହାରିଛି ତାହା ଜୀବଜନ୍ତୁଙ୍କ ଉପରେ ସଫଳ ହୋଇଥିଲା, ମଣିଷ ଶରୀରରେ ନୁହେଁ। ଏବେ Moderna Inc. ଦାବି କରିଛି ସେ ବାହାର କରିଥିବା ଭ୍ୟାକସିନ ୪୫ ଜଣ ସୁସ୍ଥ ମଣିଷଙ୍କ ଶରୀରରେ ପ୍ରୟୋଗ କରି ସଫଳ ହୋଇଛି।

ଏହି ଭ୍ୟାକସିନ୍ ମଣିଷ ଶରୀରରେ ପ୍ରୟୋଗ ହେବା ପରେ ଆଣ୍ଟିବଡ଼ି ତିଆରି କରୁଛି। ପରିଣାମସ୍ୱରୂପ କରୋନା ଭାଇରସ ଦୁର୍ବଳ ହୋଇଯିବ। ତେବେ ଏହି ପରୀକ୍ଷା ଅଳ୍ପ ଲୋକଙ୍କ ଉପରେ ହୋଇଛି, ଆଗାମୀ ଦିନରେ ଅଧିକ ଲୋକଙ୍କ ଉପରେ ପ୍ରୟୋଗ କରିବା ପରେ ରେଜଲ୍ଟ ଜଣାପଡ଼ିବ ବୋଲି କମ୍ପାନୀର ସିଇଓ ଷ୍ଚିଫନ ବନସେଲ କହିଛନ୍ତି। ଏହି କମ୍ପାନୀ ଜାନୁଆରୀ ପାଖରୁ ଭ୍ୟାକସିନ୍ ବାବଦରେ ଗବେଷଣା କରୁଛି।

କିଛି ଲୋକଙ୍କ ଶରୀରରେ ଭ୍ୟାକସିନର ମାତ୍ରା ଅଧିକ ଦିଆଯାଇଥିଲା ସେମାନେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ, ଆଉ କିଛି ବ୍ୟକ୍ତି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେହିପରି ଆଉ କିଛି ବ୍ୟକ୍ତିଙ୍କ ଶରୀରରେ ୫୦ ପ୍ରତିଶତ ଡୋଜ୍ ଦିଆଯାଇଥିଲା। ସେମାନଙ୍କ ଶରୀରରେ ଚର୍ମ ଲାଲ୍ ହୋଇଯାଉଥିଲା। ଏହାବାଦ ଜ୍ୱର, ବାନ୍ତି, ମୁଣ୍ଡ ବ୍ୟଥା ହେଉଥିବାର ଦେଖିବାକୁ ମିଳିଛି। ତେବେ ଏହି ସବୁ ଲକ୍ଷଣକୁ ଗୋଟିଏ ଦିନରେ ଠିକ୍ କରି ଦେଇଥିଲେ ଗବେଷକମାନେ।

ସୂଚନା ଅନୁଯାୟୀ ଜୁଲାଇରେ ଅଧିକରୁ ଅଧିକ ଆକ୍ରାନ୍ତଙ୍କ ଶରୀର ଉପରେ Moderna Inc. ଭ୍ୟାକସିନ୍ ପ୍ରୟୋଗ କରିବ। ଏହା ଭ୍ୟାକସିନ୍ ପ୍ରୟୋଗ ହେବା ପରେ ଏହାର ପାର୍ଶ ପ୍ରତିକ୍ରିୟା କ’ଣ ରହିବ ସେ ବାବଦରେ ମଧ୍ୟ ଲକ୍ଷରଖିବ Moderna Inc.।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story