୩୨ ଦିନ ପରେ ମହାରାଷ୍ଟ୍ର ରାଜନୀତି ପଡ଼ିଲା ଶାନ୍ତ, ସରିଲା ବିଧାୟକଙ୍କ ଶପଥ ଗ୍ରହଣ

ମୁମ୍ୱାଇ: ନିର୍ବାଚନ ଫଳାଫଳ ଘୋଷଣାର ୩୨ ଦିନ ପରେ ମହାରାଷ୍ଟ୍ର ରାଜନୀତି ଶାନ୍ତ ପଡ଼ିଛି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ମହା ଅଘାଡ଼ି ସରକାର ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ମହାରାଷ୍ଟ୍ରର ୨୮୮ ବିଧାୟକଙ୍କ ମଧ୍ୟରୁ ୨୮୩ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି କାଳୀଦାଶ ଏନ. କୋଳମ୍ୱକର ଶପଥ ପାଠ କରାଇଛନ୍ତି। ୫ ବିଧାୟକ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ଶପଥ ନେବେ। ଆଜି ସକାଳ ୮ଟାରେ ବିଧାନ ଭବନରେ ଅସ୍ଥାୟୀ ବାଚସ୍ପତି […]

Ajit-Supriya

Ajit-Supriya

Subhransu Sekhar
  • Published: Wednesday, 27 November 2019
  • Updated: 27 November 2019, 05:16 PM IST

Sports

Latest News

ମୁମ୍ୱାଇ: ନିର୍ବାଚନ ଫଳାଫଳ ଘୋଷଣାର ୩୨ ଦିନ ପରେ ମହାରାଷ୍ଟ୍ର ରାଜନୀତି ଶାନ୍ତ ପଡ଼ିଛି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ମହା ଅଘାଡ଼ି ସରକାର ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ମହାରାଷ୍ଟ୍ରର ୨୮୮ ବିଧାୟକଙ୍କ ମଧ୍ୟରୁ ୨୮୩ ବିଧାୟକଙ୍କୁ ଅସ୍ଥାୟୀ ବାଚସ୍ପତି କାଳୀଦାଶ ଏନ. କୋଳମ୍ୱକର ଶପଥ ପାଠ କରାଇଛନ୍ତି। ୫ ବିଧାୟକ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ଶପଥ ନେବେ।

ଆଜି ସକାଳ ୮ଟାରେ ବିଧାନ ଭବନରେ ଅସ୍ଥାୟୀ ବାଚସ୍ପତି ଶପଥ ପାଠ କରାଇଥିଲେ। ଅପରାହ୍ନରେ ଏହି ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଥିଲା। ଚଳିତ ବିଧାନ ଭବନକୁ ଶିବସେନାର ଆଦିତ୍ୟ ଠାକରେଙ୍କ ପରି ଅନେକ ନୂଆ ବିଧାୟକ ପ୍ରଥମ ଥର ପାଇଁ ଆସିଛନ୍ତି। ସକାଳ ୭ଟା ବେଳକୁ ଏହି ସମସ୍ତ ବିଧାୟକ ବିଧାନ ଭବନରେ ପହଞ୍ଚିଥିଲେ।

ସମସ୍ତ ବିଧାୟକଙ୍କୁ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ବିଧାନ ଭବନ ଗୃହ ପ୍ରବେଶ ସ୍ଥଳୀରେ ସ୍ୱାଗତ କରିଥିଲେ। ଭାଇ ଅଜିତ ପାଓ୍ୱାରଙ୍କୁ ଦେଖି ସୁପ୍ରିୟା ତଳୁ ମୁଣ୍ଡିଆ ମାରିଥିବା ବେଳେ ଅଜିତ ମଧ୍ୟ ଭଉଣୀ ସୁପ୍ରିୟାକୁ କୋଳେଇ ହସି ଦେଇଥିଲେ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ସୁପ୍ରିୟା ନମସ୍କାର କରିବା ସହିତ ହାତ ମିଳାଇଥିଲେ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଶିବାଜୀ ପାର୍କରେ ସନ୍ଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ବି.ଏସ. କୋଶିଆରୀ ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ଭବ୍ୟ ଶପଥ ସମାରୋହ ଉତ୍ସବରେ ଅନ୍ୟ ରାଜ୍ୟର ନେତା, ମନ୍ତ୍ରୀ, ସିନେ ତାରକା, ଶିଳ୍ପପତି ଆଦି ସାମିଲ ହେବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story