ବିନା କୋଭିଡ୍ ଟେଷ୍ଟରେ ସ୍ୱାମୀକୁ ଘର ଭିତରକୁ ପୂରାଇ ଦେଲାନି ସ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲାର ଭେଙ୍କେଟଗିରିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ପୂରାଇ ଦେଇ ନାହାନ୍ତି। କରୋନା ପରୀକ୍ଷା ନହେବା ଯାଏ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ପୂରାଇ ଦେବେ ନାହିଁ ବୋଲି କହିଛନ୍ତି। ମହିଳାଙ୍କ ସ୍ୱାମୀ ନେଲୋର ଜିଲ୍ଲାର ଗୋଟିଏ ସୁନା ଦୋକାନରେ କାମ କରନ୍ତି। ସାରା ବିଶ୍ୱ ଏବେ କରୋନାକୁ ନେଇ ଚିନ୍ତିତ। ଏହି ଭାଇରସର ସଂକ୍ରମଣକୁ ଭାଙ୍ଗିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ପାଳନ କରୁଛନ୍ତି। […]

corona1

corona1

Subhransu Sekhar
  • Published: Friday, 17 April 2020
  • Updated: 17 April 2020, 02:08 PM IST

Sports

Latest News

ଅମରାବତୀ: ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲାର ଭେଙ୍କେଟଗିରିରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ପୂରାଇ ଦେଇ ନାହାନ୍ତି। କରୋନା ପରୀକ୍ଷା ନହେବା ଯାଏ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଘର ଭିତରକୁ ପୂରାଇ ଦେବେ ନାହିଁ ବୋଲି କହିଛନ୍ତି। ମହିଳାଙ୍କ ସ୍ୱାମୀ ନେଲୋର ଜିଲ୍ଲାର ଗୋଟିଏ ସୁନା ଦୋକାନରେ କାମ କରନ୍ତି। ସାରା ବିଶ୍ୱ ଏବେ କରୋନାକୁ ନେଇ ଚିନ୍ତିତ। ଏହି ଭାଇରସର ସଂକ୍ରମଣକୁ ଭାଙ୍ଗିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ପାଳନ କରୁଛନ୍ତି।

ପ୍ରଥମ ଲକଡାଉନ୍ ଘୋଷଣା ହେବା ବେଳେ ମହିଳାଙ୍କ ସ୍ୱାମୀ ଜଣଙ୍କ ନେଲୋରରେ ରହିଯାଇଥିଲେ। ହେଲେ କୌଣସିମତେ ବୁଧବାର ସେ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ହେଲେ କରୋନା ପରୀକ୍ଷା ନହେବା ତାଙ୍କ ସ୍ତ୍ରୀ ତାଙ୍କୁ ଘର ଭିତରକୁ ପ୍ରବେଶ କରାଇ ଦେଉନଥିବା ସେ କହିଛନ୍ତି।

ମହିଳା ଜଣଙ୍କ କହିଛନ୍ତି, ଯଦି ଏବେ ସେ ତାଙ୍କ ସ୍ୱାମୀଙ୍କୁ ବିନା କରୋନା ପରୀକ୍ଷାରେ ଘର ଭିତରକୁ ପ୍ରବେଶ କରିବେ ତାହେଲେ ତାଙ୍କ ପିଲା ଛୁଆ ଏବଂ ପାଖରେ ଥିବା ସାହି ପଡ଼ିଶା ଅସୁରକ୍ଷିତ ମନେ କରିବେ। ଯେଉଁଥିପାଇଁ ଅସନ୍ତୋଷ ବଢ଼ିପାରେ। ତେଣୁ ଏବେ ତାଙ୍କ ସ୍ୱାମୀ ପାଖରେ ଥିବା କୌଣସି ଅଙ୍ଗନବାଡିରେ ରହି କରୋନା ଟେଷ୍ଟ କରାଇବା ଦରକାର।

ଏହାପରେ ନଲୋରର ସ୍ୱାସ୍ଥ୍ୟକର୍ମୀ ସଂପୃକ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଇଥିଲେ। ରେଜଲ୍ଟ ନେଗେଟିଭ୍ ଆସିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story