ଆଗୁଆ ଶେଷ ହୋଇଯିବ ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: ଅକ୍ଟୋବର ୧ ପୂର୍ବରୁ ଚଳିତ ମୌସୁମୀ ଅଧିବେଶନ ଶେଷ ହୋଇଯାଇପାରେ। ୩୦ରୁ ଅଧିକ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିବା ପରେ ଏଭଳି ଆକଳନ କରାଯାଉଛି। ସେପ୍ଟେମ୍ୱର ୧୪ରୁ ଆରମ୍ଭ ହୋଇଛି ଚଳିତ ମୌସୁମୀ ଅଧିବେଶନ। ମୋଟ୍ ୧୮ ଦିନ ରହିଛି କାର୍ଯ୍ୟ ଦିବସ। ଶନିବାର ଏବଂ ରବିବାର ଛୁଟି ମଧ୍ୟ ବାତିଲ୍ କରାଯାଇଛି। ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚାଲୁଥିବା ଅଧିବେଶନର ଅବଧି ସପ୍ତାହେ କମାଇ ଦିଆଯାଇପାରେ। ପଜିିଟିଭ୍ ସଂଖ୍ୟା […]

parliament-1

parliament-1

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 06:05 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ଟୋବର ୧ ପୂର୍ବରୁ ଚଳିତ ମୌସୁମୀ ଅଧିବେଶନ ଶେଷ ହୋଇଯାଇପାରେ। ୩୦ରୁ ଅଧିକ ସାଂସଦ କରୋନାରେ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିବା ପରେ ଏଭଳି ଆକଳନ କରାଯାଉଛି। ସେପ୍ଟେମ୍ୱର ୧୪ରୁ ଆରମ୍ଭ ହୋଇଛି ଚଳିତ ମୌସୁମୀ ଅଧିବେଶନ। ମୋଟ୍ ୧୮ ଦିନ ରହିଛି କାର୍ଯ୍ୟ ଦିବସ। ଶନିବାର ଏବଂ ରବିବାର ଛୁଟି ମଧ୍ୟ ବାତିଲ୍ କରାଯାଇଛି।

ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚାଲୁଥିବା ଅଧିବେଶନର ଅବଧି ସପ୍ତାହେ କମାଇ ଦିଆଯାଇପାରେ। ପଜିିଟିଭ୍ ସଂଖ୍ୟା ଅଧିକ ରହିଥିବାରୁ କାର୍ଯ୍ୟଦିବସକୁ କାଟଛାଟ୍ କରିବା ପାଇଁ ଅଧିକାଂଶ ଚିନ୍ତା କରୁଛନ୍ତି ବୋଲି ଜଣାପଡ଼ିଛି।

ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଅପରାହ୍ନ ୫ଟାରେ ବ୍ୟବସାୟ ପରାମର୍ଶଦାତା କମିଟିର ଏକ ଜରୁରୀ ବୈଠକ ଡାକିଛନ୍ତି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story