ସେନାକୁ ସାଂପ୍ରଦାୟିକତାକୁ ଟାଣିଲେ ଓୱେସୀ

ତେଲେଙ୍ଗାନା: ନିଜର ରାଜନୀତିକ ଅଭିସନ୍ଧିକୁ ପୂରଣ କରିବା ପାଇଁ ଦେଶର ସୁରକ୍ଷାରେ ଅହରହ ଲାଗିପଡ଼ିଥିବା ସେନାବାହିନୀକୁ ମଧ୍ୟ ମୋହରା କରାଯାଉଛି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ସେନାକୁ ନେଇ ସାଂପ୍ରଦାୟିକତା ରାଜନୀତି ଆରମ୍ଭ କରିଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ସିଆରପିଏଫ୍, ସିଆଇଏସ୍ଏଫ୍, ଆର ପି ଏଫ୍ ଓ ବିଏସ୍‌ଏଫ୍‌ରେ କେତେ ମୁସଲିମ୍ ସଂପ୍ରଦାୟର ଯୁବକ ଚାକିରି ପାଇଛନ୍ତି, ତା’ର ହିସାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତେଲେଙ୍ଗାନର ଗାଦୱାଲ ଜିଲ୍ଲାରେ […]

Owaisi_New_Facebook_3x2

Owaisi_New_Facebook_3x2

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 06:18 PM IST

Sports

Latest News

ତେଲେଙ୍ଗାନା: ନିଜର ରାଜନୀତିକ ଅଭିସନ୍ଧିକୁ ପୂରଣ କରିବା ପାଇଁ ଦେଶର ସୁରକ୍ଷାରେ ଅହରହ ଲାଗିପଡ଼ିଥିବା ସେନାବାହିନୀକୁ ମଧ୍ୟ ମୋହରା କରାଯାଉଛି। ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ସେନାକୁ ନେଇ ସାଂପ୍ରଦାୟିକତା ରାଜନୀତି ଆରମ୍ଭ କରିଛନ୍ତି। ବିଗତ ୪ ବର୍ଷ ମଧ୍ୟରେ ସିଆରପିଏଫ୍, ସିଆଇଏସ୍ଏଫ୍, ଆର ପି ଏଫ୍ ଓ ବିଏସ୍‌ଏଫ୍‌ରେ କେତେ ମୁସଲିମ୍ ସଂପ୍ରଦାୟର ଯୁବକ ଚାକିରି ପାଇଛନ୍ତି, ତା’ର ହିସାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ତେଲେଙ୍ଗାନର ଗାଦୱାଲ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲିମ୍ ମହିଳାମାନଙ୍କୁ ତାଙ୍କ ସରକାର ନ୍ୟାୟ ଦେଇଛନ୍ତି ବୋଲି କହୁଛନ୍ତି। କିନ୍ତୁ ଏଇ ୪ ବର୍ଷ ମଧ୍ୟରେ ମୋଦି ସରକାର କେତେ ମୁସଲିମ୍ ସଂପ୍ରଦାୟର ଲୋକଙ୍କୁ ସେନାରେ ନିଯୁକ୍ତି ଦେଇଛନ୍ତି? ବର୍ତ୍ତମାନ କେବଳ ୭.୩% ସିଆଇଏସ୍ଏଫ୍‌ରେ ଓ ୬.୯% ମୁସଲିମ ସିଆରପିଏଫ୍‌ରେ ନିଯୁକ୍ତି ପାଇଛନ୍ତି। ଏପରି ସ୍ଥିତିରେ ମୋଦି ସରକାର ମୁସଲିମ୍‌ ସଂପ୍ରଦାୟ ପାଇଁ କେତେ କାମ କରୁଛନ୍ତି, ତାହା ଜଳଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି। ମୁସଲିମ୍‌ ସଂପ୍ରଦାୟର ଅଧିକରୁ ଅଧିକ ଲୋକ ରାଜନୀତିକୁ ଆସନ୍ତୁ ବୋଲି ଓୱେସୀ ଆହ୍ୱାନ ଦେଇଛନ୍ତି। ମୁସଲିମ୍‌ ସଂପ୍ରଦାୟର ଲୋକମାନେ ରାଜନୀତିକୁ ଆସିଲେ, ସେମାନେ ଗଣତାନ୍ତ୍ରିକ ଉପାୟରେ ନିଜର ଅଧିକାର ପାଇଁ ଲଢ଼େଇ କରିପାରିବେ। ଏହା ହେଉଛି ଭାରତ ଏବଂ ଏଠାରେ ସମ୍ୱିଧାନ, ନ୍ୟାୟପାଳିକା ଓ ପୁଲିସ ରହିଛି। ତେଣୁ ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ମୁସଲିମ୍‌ ସଂପ୍ରଦାୟର ଲୋକମାନେ ରାଜନୀତିକୁ ଆସନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story