କୋଭିସିଲ୍ଡ ଟିକାକୁ ଝଟକା; କ୍ଲିନିକାଲ ଟ୍ରାଏଲ ବେଳେ ଆଖି ବୁଜିଲେ ଡାକ୍ତର

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ଏକ ବଡ଼ ବଡ଼ ଝଟକା ମିଳିଛି। ‘କୋଭିସିଲଡ’ର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି। ବ୍ରାଜିଲରେ ବିଭିନ୍ନ ଟିକାର ଟ୍ରାଏଲ ତଦାରଖ କରୁଥିବା ନ୍ୟାସନାଲ ହେଲଥ ସର୍ଭେଲାନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି। ମୃତ ସ୍ୱେଚ୍ଛାସେବୀଜଣଙ୍କୁ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା।  ତାଙ୍କ ବୟସ ୨୮ବର୍ଷ  ଓ […]

trial

trial

Niharika Rout
  • Published: Thursday, 22 October 2020
  • Updated: 22 October 2020, 01:43 PM IST

Sports

Latest News

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ଏକ ବଡ଼ ବଡ଼ ଝଟକା ମିଳିଛି। ‘କୋଭିସିଲଡ’ର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି। ବ୍ରାଜିଲରେ ବିଭିନ୍ନ ଟିକାର ଟ୍ରାଏଲ ତଦାରଖ କରୁଥିବା ନ୍ୟାସନାଲ ହେଲଥ ସର୍ଭେଲାନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି।

ମୃତ ସ୍ୱେଚ୍ଛାସେବୀଜଣଙ୍କୁ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା।  ତାଙ୍କ ବୟସ ୨୮ବର୍ଷ  ଓ ସେ ପେଷାରେ ଜଣେ ଡାକ୍ତର ବୋଲି ଜଣାଯାଇଛି। ରିଓ ଡି ଜେନେରିଓସ୍ଥିତ କୋଭିଡ୍ ହସ୍ପିଟାଲରେ ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ।

କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଟ୍ରାଏଲ ଜାରି ରହିବ ବୋଲି ବ୍ରାଜିଲ୍‌ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।  ଅନ୍ୟପକ୍ଷରେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁର କାରଣ ଜାଣିବାକୁ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ ।

ଗତମାସରେ କୋଭିସିଲଡ୍ ଟିକାର କ୍ଲିନକାଲ ଟ୍ରାଏଲ ବେଳେ କିଛି ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇ ପଡିବାରୁ ଏହାର ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା । ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଜାପାନ, ବ୍ରିଟେନ ସହ ଭାରତରେ ଏହାର ପରୀକ୍ଷଣ ଏବେ ଚାଲୁ ରହିଥିବାବେଳେ ଆମେରିକାରେ ପରୀକ୍ଷଣ ସ୍ଥଗିତ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story