ଧାରଣାରୁ ବାହାରି ଗଲା ଟ୍ରେନ୍‌, ୨୨ ମୃତ

ନୂଆଦିଲ୍ଲୀ: ତାଇୱାନର ଉପକୂଳ ରେଳପଥର ୟିଲାନ୍‌ କାଉଣ୍ଟିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୩୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ରେଳ ଧାରଣରୁ ବାହାରିଯିବା ସହ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୨୦ ଜଣ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି, “ସିନେମା […]

taiwan-train-accident

taiwan-train-accident

Rakesh Mallick
  • Published: Monday, 22 October 2018
  • Updated: 26 October 2018, 04:21 PM IST

Sports

Latest News

ନୂଆଦିଲ୍ଲୀ: ତାଇୱାନର ଉପକୂଳ ରେଳପଥର ୟିଲାନ୍‌ କାଉଣ୍ଟିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୩୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ରେଳ ଧାରଣରୁ ବାହାରିଯିବା ସହ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୨୦ ଜଣ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି, “ସିନେମା ଷ୍ଟେସନ ନିକଟରେ ଟ୍ରେନ୍‌ର ୮ଟି ବଗି ରେଳ ଧାରଣରୁ  ବାହାରି ଯାଇ ଓଲଟି ପଡ଼ିଛି। ଟ୍ରେନ୍‌ଟି ତାଇ ଜୁଙ୍ଗ୍‌ ଯାଉଥିଲା। ଏଥିରେ ୩୬୬ ଯାତ୍ରୀ ଥିଲେ।”

ଏନେଇ ତାଇୱାନ ରାଷ୍ଟ୍ରପତି ତାସି-ଇଙ୍ଗ-ବେଙ୍ଗ୍ ଟ୍ୱିଟ୍‌ରେ କହିଛନ୍ତି, “ଏହା ସବୁଠୁ ବଡ଼ ରେଳ ଦୁର୍ଘଟଣା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos