ପୂର୍ବତନ ଡିଜି ବଂଶଲ ଓ ତାଙ୍କ ପୁଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଲାଞ୍ଚ ନେବା ଅଭିଯୋଗରେ ଫସିଥିବା କର୍ପୋରେଟ ମାମଲାର ପୂର୍ବତନ ମହାନିର୍ଦ୍ଦେଶକ ବି.କେ. ବଂଶଲ ଓ ତାଙ୍କ ପୁଅ ଆଜି ଆତ୍ମହତ୍ୟା କରିଛନ୍ତି। ଉଭୟ ବାପ, ପୁଅ ଦିଲ୍ଲୀସ୍ଥିତ ନିଜ ବାସଭବନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଲାଞ୍ଚ ନେବା ଅଭିଯୋଗରେ ବଂଶଲ ଗିରଫ ହେବା ପରେ ଗତମାସ ତାଙ୍କ ପତ୍ନୀ ଓ ଝିଅ ଆତ୍ମହତ୍ୟା କରିଦେଇଥିଲେ। ଲାଞ୍ଚ ନେବା ନେଉଥିବା ସମୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ବଂଶଲଙ୍କ ସହିତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ […]

bansal

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 04:01 PM IST

ନୂଆଦିଲ୍ଲୀ: ଲାଞ୍ଚ ନେବା ଅଭିଯୋଗରେ ଫସିଥିବା କର୍ପୋରେଟ ମାମଲାର ପୂର୍ବତନ ମହାନିର୍ଦ୍ଦେଶକ ବି.କେ. ବଂଶଲ ଓ ତାଙ୍କ ପୁଅ ଆଜି ଆତ୍ମହତ୍ୟା କରିଛନ୍ତି। ଉଭୟ ବାପ, ପୁଅ ଦିଲ୍ଲୀସ୍ଥିତ ନିଜ ବାସଭବନରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଲାଞ୍ଚ ନେବା ଅଭିଯୋଗରେ ବଂଶଲ ଗିରଫ ହେବା ପରେ ଗତମାସ ତାଙ୍କ ପତ୍ନୀ ଓ ଝିଅ ଆତ୍ମହତ୍ୟା କରିଦେଇଥିଲେ।

ଲାଞ୍ଚ ନେବା ନେଉଥିବା ସମୟରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ବଂଶଲଙ୍କ ସହିତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜୁଲାଇ ୧୭ ତାରିଖରେ ବଂଶଲଙ୍କୁ ପଟିଆଲା ହାଉସ୍‌ କୋର୍ଟ ଜାମିନ ଦେଇଥିଲେ।

Related story