ଗୋରଖପୁରରୁ ବିଜେପି ଟିକେଟ୍‌ରେ ଲଢ଼ିବେ ଅଭିନେତା ରବି କିଶନ୍‌

ନୂଆଦିଲ୍ଲୀ: ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ୍‌ କିଛି ବର୍ଷ ଧରି ପ୍ରତିନିଧିତ୍ୱ କରିଆସୁଥିବା ଗୋରଖପୁର ଆସନରୁ ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି କିଶନ୍‌ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସମୟରେ ରବିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ପୂର୍ବରୁ ସେ ଜୈନ୍‌ପୁରରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଅନ୍ୟ ପକ୍ଷରେ ସନ୍ଥକବୀର ନଗରରୁ ପୂର୍ବରୁ ଲଢ଼ୁଥିବା ଶରଦ ତ୍ରିପାଠୀଙ୍କ ଟିକେଟ୍‌ ଏଥର […]

ravi-kishan

ravi-kishan

Subrat Kumar Nayak
  • Published: Monday, 15 April 2019
  • Updated: 15 April 2019, 06:08 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଶ୍‌ କିଛି ବର୍ଷ ଧରି ପ୍ରତିନିଧିତ୍ୱ କରିଆସୁଥିବା ଗୋରଖପୁର ଆସନରୁ ଲୋକପ୍ରିୟ ଭୋଜପୁରୀ ଅଭିନେତା ରବି କିଶନ୍‌ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସମୟରେ ରବିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ପୂର୍ବରୁ ସେ ଜୈନ୍‌ପୁରରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।

ଅନ୍ୟ ପକ୍ଷରେ ସନ୍ଥକବୀର ନଗରରୁ ପୂର୍ବରୁ ଲଢ଼ୁଥିବା ଶରଦ ତ୍ରିପାଠୀଙ୍କ ଟିକେଟ୍‌ ଏଥର କଟିଯାଇଛି। ସେ ‘ଜୋତାମାଡ଼ କାଣ୍ଡ’ କାରଣରୁ ନିଜର ଟିକେଟ୍‌ ହରାଇଛନ୍ତି। ତାଙ୍କ ସ୍ଥାନରେ ନିଶାଦ୍‌ ପାର୍ଟିରୁ ବିଜେପି ଆସିଥିବା ପ୍ରବୀଣ ନିଶାଦ୍‌ ଏହି ଆସନରୁ ଲଢ଼ିବେ।

ସେମାନଙ୍କ ବ୍ୟତୀତ ପ୍ରତାପଗଡ଼ରୁ ସଂଗମ୍‌ ଲାଲ୍‌ ଗୁପ୍ତା, ଆମ୍ବେଦକର ନଗରରୁ ମୁକୁଟ୍‌ ବିହାରୀ, ଦେଓରିଆରୁ ରମାପତି ରାମ ତ୍ରିପାଠୀ, ଜୈନ୍‌ପୁରରୁ କେପି ସିଂହ ଏବଂ ଭଦୋହୀରୁ ରମେଶ ବିନ୍ଦ ନିର୍ବାଚନ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story