ରାହୁଲଙ୍କ ମନ୍ତବ୍ୟ ସୁପ୍ରିମ୍‌କୋର୍ଟଙ୍କ ଅବମାନନା: ନିର୍ମଳା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲ୍‌ ବାବଦରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ନେଇ ଦେଇଥିବା ମିଛ ମନ୍ତବ୍ୟ କୋର୍ଟଙ୍କ ଅବମାନନା ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବୋଧହୁଏ କଂଗ୍ରେସ ଅଧ୍ୟକ୍ଷ କୋର୍ଟଙ୍କ ନିର୍ଦ୍ଦେଶର ଅଧା ପାରାଗ୍ରାଫ୍‌ ମଧ୍ୟ ନପଢ଼ି ମଧ୍ୟ କହୁଛନ୍ତି କୁଆଡ଼େ କୋର୍ଟ କହିଥିଲେ ‘ଚୌକିଦାର ଚୋର୍ ହୈ’। ଏହା ଅଦାଲତର ଅବମାନନା ନିଶ୍ଚୟ।” ସେ ଆହୁରି ମଧ୍ୟ କହିଛନ୍ତି, ବହୁଦିନ […]

nirmala

nirmala

Subrat Kumar Nayak
  • Published: Wednesday, 10 April 2019
  • Updated: 10 April 2019, 09:07 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲ୍‌ ବାବଦରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ନେଇ ଦେଇଥିବା ମିଛ ମନ୍ତବ୍ୟ କୋର୍ଟଙ୍କ ଅବମାନନା ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବୋଧହୁଏ କଂଗ୍ରେସ ଅଧ୍ୟକ୍ଷ କୋର୍ଟଙ୍କ ନିର୍ଦ୍ଦେଶର ଅଧା ପାରାଗ୍ରାଫ୍‌ ମଧ୍ୟ ନପଢ଼ି ମଧ୍ୟ କହୁଛନ୍ତି କୁଆଡ଼େ କୋର୍ଟ କହିଥିଲେ ‘ଚୌକିଦାର ଚୋର୍ ହୈ’। ଏହା ଅଦାଲତର ଅବମାନନା ନିଶ୍ଚୟ।"

ସେ ଆହୁରି ମଧ୍ୟ କହିଛନ୍ତି, ବହୁଦିନ ଧରି କେନ୍ଦ୍ରରେ କ୍ଷମତା ଥିବା ଏକ ଜାତୀୟ ଦଳର ଅଧ୍ୟକ୍ଷ ହୋଇ ମଧ୍ୟ ସେ ନିରାଶ ହୋଇପଡ଼ିଥିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏଭଳି କିଛି ମନ୍ତବ୍ୟ ଦେଉଛନ୍ତି ଯାହାକି କୋର୍ଟ ଜମାରୁ ଉଚ୍ଚାରଣ ହିଁ କରିନାହାନ୍ତି। କୋର୍ଟ କେବଳ ନିର୍ଦ୍ଦିଷ୍ଟ ଡକ୍ୟୁମେଣ୍ଟକୁ ଶୁଣାଣିରେ ସାମିଲ କରିବେ କି ନା ସେହି ବିଷୟରେ ହିଁ ନିଜକୁ ସୀମିତ ରଖିଥିଲେ ବୋଲି ନିର୍ମଳା ଏହି ଅବସରରେ କହିଥିଲେ।

ସେ ରାହୁଲଙ୍କୁ ଟାର୍ଗେଟ୍‌ କରି ଆହୁରି ମଧ୍ୟ କହିଥିଲେ, ଜାମିନ୍‌ରେ ଆସିଥିବା ଏହି ବ୍ୟକ୍ତି ଆମେଠିରେ ନାମାଙ୍କନ ଦାଖଲ କରିବାବେଳେ ଅଗୁସ୍ତା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିଶେଲ ବର୍ଣ୍ଣିତ ‘ଫ୍ୟାମିଲି’ ତାଙ୍କ ସାଥିରେ ଥିଲେ। ଗାନ୍ଧି କୋର୍ଟ ରାୟ ବାବଦରେ ମନ୍ତବ୍ୟ ଦେବା ସମୟରେ ଶାଳୀନତାର ସୀମା ଉଲ୍ଲଂଘନ କରିଛନ୍ତି ବୋଲି ନିର୍ମଳା ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ରାହୁଲ ମନ୍ତବ୍ୟ ଦେଇଥିଲେ, "ଲିକ୍‌ ହୋଇଥିବା ଡକ୍ୟୁମେଣ୍ଟକୁ ଶୁଣାଣିରେ ସାମିଲ କରିବା ସହିତ ସୁପ୍ରିମକୋର୍ଟ କହିଛନ୍ତି ଚୌକିଦାର (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ଚୋର ହୈ।"

ଆଜି ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ମଳାଙ୍କୁ ପଚରାଯାଇଥିଲା, କୋର୍ଟଙ୍କ ରାୟ ସରକାରଙ୍କ ପାଇଁ ଝଟ୍‌କା ନା ନୁହେଁ। ଏହାର ଉତ୍ତରରେ ସେ କହିଥିଲେ ନାଁ ଆଦୌ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story