ପ୍ରଧାନମନ୍ତ୍ରୀଙ୍କୁ ‘ଅନୁପ୍ରବେଶକାରୀ’ ମନ୍ତବ୍ୟ, ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅନୁପ୍ରବେଶକାରୀ। ଗତକାଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହା କହିବା ପରେ ଆଜି ସଂସଦର ଶୂନ୍ୟକାଳରେ ଶାସକ ଦଳ ବିଜେପି ଏହାକୁ ପ୍ରସଙ୍ଗ କରିଛି। ପ୍ରଧାନମନ୍ତ୍ରୀ ଦେଶର, କୌଣସି ଦଳର ନୁହେଁ ତେଣୁ ଅଧୀର କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି। ଅଧୀର ରଞ୍ଜନ କିନ୍ତୁ ଏହି ପ୍ରସଙ୍ଗରେ କ୍ଷମା ନମାଗି ଗାଲେଇ ଦେଇଛନ୍ତି। ଆଜି ସଂସଦର ଶୂନ୍ୟକାଳ […]

ADHIR RANJAN

ADHIR RANJAN

Subhransu Sekhar
  • Published: Monday, 02 December 2019
  • Updated: 02 December 2019, 04:03 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଅନୁପ୍ରବେଶକାରୀ। ଗତକାଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହା କହିବା ପରେ ଆଜି ସଂସଦର ଶୂନ୍ୟକାଳରେ ଶାସକ ଦଳ ବିଜେପି ଏହାକୁ ପ୍ରସଙ୍ଗ କରିଛି। ପ୍ରଧାନମନ୍ତ୍ରୀ ଦେଶର, କୌଣସି ଦଳର ନୁହେଁ ତେଣୁ ଅଧୀର କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି। ଅଧୀର ରଞ୍ଜନ କିନ୍ତୁ ଏହି ପ୍ରସଙ୍ଗରେ କ୍ଷମା ନମାଗି ଗାଲେଇ ଦେଇଛନ୍ତି।

ଆଜି ସଂସଦର ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଅଧୀର ରଞ୍ଜନଙ୍କ କ୍ଷମା ଦାବି କରିଥିଲେ। ଅଧୀର ରଞ୍ଜନ ପଶ୍ଚିମବଙ୍ଗରୁ ଆସିଛନ୍ତି। ଏବେ ଏହି ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତି କରୁଛି। ଦେଶର ଜନତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସମ୍ମାନ ଦେଇଛି। ହେଲେ କଂଗ୍ରେସ ଏହି ଜନାଦେଶକୁ ଅସମ୍ମାନ କରୁଛି ବୋଲି ସେ କହିଛନ୍ତି। ତେବେ ପରୋକ୍ଷରେ ସୋନିଆ ଗାନ୍ଧିଙ୍କୁ ଆକ୍ଷେପ କରି ପ୍ରହ୍ଲାଦ ଜୋଶୀ କହିଥିଲେ, କଂଗ୍ରେସ ଦଳରେ ହିଁ ଅନୁପ୍ରବେଶକାରୀ ରହିଛନ୍ତି।

ନରେନ୍ଦ୍ର ମୋଦି ବିଶ୍ୱର ପ୍ରସିଦ୍ଧ ନେତା। ତାଙ୍କ ନିର୍ଦ୍ଦେଶରେ ଜମ୍ମୁ କଶ୍ମୀରରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଧାରା 370 ଉଚ୍ଛେଦ କରିବାରେ ସହଯୋଗ କରିଛନ୍ତି। ଏହାପରେ ସମସ୍ତ ବିଜେପି ସାଂସଦ ନିଜ ନିଜ ଆସନରେ ଛିଡ଼ା ହୋଇ ଅଧୀର ରଞ୍ଜନ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ଜାବବରେ ଅଧୀର ରଞ୍ଜନ କହିଥିଲେ, ‘ମୁଁ କେଉଁ ପରିସ୍ଥିତିରେ, କେଉଁ ମର୍ମରେ ଅନୁପ୍ରବେଶକାରୀ ମନ୍ତବ୍ୟ ଦେଇଛି ତାହା ବୁଝିବା ଦରକାର। ନରେନ୍ଦ୍ର ମୋଦି ଆମର ମଧ୍ୟ ପ୍ରଧାନମନ୍ତ୍ରୀ। ମୁଁ ସ୍ୱୀକାର କରୁଛି, ମୋର ପୂର୍ବ ପରିବାର ବାଂଲାଦେଶରୁ ଆସିଛନ୍ତି। ହେଲେ ଏବେ ମୁଁ କେମିତି ଅନୁପ୍ରବେଶକାରୀ ହେଲି’।

ସୂଚନାଯୋଗ୍ୟ, ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି ସଂସଦରେ କହିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହାପରେ ଏନଆରସି ପ୍ରସଙ୍ଗରେ ଜାବବ ରଖିବାକୁ ଯାଇ ଅଧୀର କହିଥିଲେ ହିନ୍ଦୁସ୍ଥାନରେ କାହାର ବ୍ୟକ୍ତିଗତ ଅଧୀକାର ନାହିଁ। ସମସ୍ତଙ୍କର ସମାନ ଅଧୀକାର ରହିଛି। ଅମିତ ଶାହ ଓ ନରେନ୍ଦ୍ର ମୋଦି ଆପଣମାନେ ନିଜେ ଅନୁପ୍ରବେଶକାରୀ। ଘର ଗୁଜରାଟରେ, ଦିଲ୍ଲୀ କାହିଁକି ଆସିଛନ୍ତି?’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story