ଗମ୍ଭୀରଙ୍କ ନାମରେ ମାମଲା

ନୂଆଦିଲ୍ଲୀ: କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀରଙ୍କ ନାମରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। ନିର୍ବାଚନ କମିଶନଙ୍କ ଅନୁମତି ନନେଇ ନିର୍ବାଚନ ରାଲି କରିଥିବାରୁ ତାଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି। ଗତ ଏପ୍ରିଲ ୨୫ ତାରିଖରେ ଦିଲ୍ଲୀର ଜଙ୍ଗପୁରାରେ ଅନୁମତି ନେନେଇ ଏକ ନିର୍ବାଚନୀ ଶୋଭାଯାତ୍ରା କରିଥିଲେ, ଯାହାକି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିଲା। ବେଶ୍‌ କିଛି ଦିନ ଧରି ଟ୍ୱିଟରରେ ବିଜେପିର ନୀତି ଆଦର୍ଶକୁ ସମର୍ଥନ ଜଣାଇ ଆସୁଥିବା ଗମ୍ଭୀର […]

gambhir

gambhir

Subrat Kumar Nayak
  • Published: Saturday, 27 April 2019
  • Updated: 27 April 2019, 03:39 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀରଙ୍କ ନାମରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। ନିର୍ବାଚନ କମିଶନଙ୍କ ଅନୁମତି ନନେଇ ନିର୍ବାଚନ ରାଲି କରିଥିବାରୁ ତାଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି। ଗତ ଏପ୍ରିଲ ୨୫ ତାରିଖରେ ଦିଲ୍ଲୀର ଜଙ୍ଗପୁରାରେ ଅନୁମତି ନେନେଇ ଏକ ନିର୍ବାଚନୀ ଶୋଭାଯାତ୍ରା କରିଥିଲେ, ଯାହାକି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିଲା।

ବେଶ୍‌ କିଛି ଦିନ ଧରି ଟ୍ୱିଟରରେ ବିଜେପିର ନୀତି ଆଦର୍ଶକୁ ସମର୍ଥନ ଜଣାଇ ଆସୁଥିବା ଗମ୍ଭୀର ଗତ ମାସରେ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ସେ ସୋଶାଲ ମିଡିଆରେ ରାଷ୍ଟ୍ରବାଦର ସମର୍ଥକ ଭାବରେ ମଧ୍ୟ ବେଶ୍‌ ପରିଚିତି ଲାଭ କରିଛନ୍ତି। ସେ ବର୍ତ୍ତମାନ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଲଢ଼ୁଛନ୍ତି, ଯେଉଁଠାରୁ ମହେଶ ଗିରି ପୂର୍ବରୁ ବିଜେପି ପ୍ରାର୍ଥୀ ଥିଲେ। ଏଠାରୁ କଂଗ୍ରେସର ଅରବିନ୍ଦ ସିଂହ ଲଭ୍ଲୀ ଏବଂ ଆପ୍‌ର ଅତିଶୀ ଲଢ଼ୁଛନ୍ତି।

ଏହି ଘଟଣାରେ ଅତିଶୀ ଗମ୍ଭୀରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ପ୍ରଥମେ ନାମାଙ୍କନ ପତ୍ରରେ ଭୁଲ, ତାପରେ ଦୁଇଟି ଭୋଟର ଆଇଡି ରଖିବାର ଅପରାଧ ଏବଂ ଏବେ ବେଆଇନ ରାଲି। ଯଦି ନିୟମ ଜାଣିନାହଁ, ଖେଳୁଛ କାହିଁକି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story