ବୁଡ଼ିଗଲା ଡଙ୍ଗା, ଚାଲିଗଲା ୬ ଜୀବନ

ବିଶାଖାପାଟଣା: ବିଶାଖାପାଟଣାର ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ଅଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗା ବୁଡ଼ି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିଲେ। ଗତକାଲି ମଧ୍ୟାହ୍ନରେ ଲୋକମାନେ ଏକ ଦେଶୀ ଡଙ୍ଗାରେ ପୂର୍ବ ଗୋଦାବରୀ ଜିଲ୍ଲା ଆଇ ପୋଲାଭରମ୍‌ରୁ ପଶୁଲଙ୍କା ଯାଉଥିବା ବେଳେ ଏକ ନିର୍ମାଣାଧୀନ ପୋଲକୁ ଧକ୍କା ଦେଇ […]

boat

boat

Rakesh Mallick
  • Published: Sunday, 15 July 2018
  • Updated: 15 July 2018, 01:25 PM IST

Sports

Latest News

ବିଶାଖାପାଟଣା: ବିଶାଖାପାଟଣାର ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ସ୍କୁଲ ଛାତ୍ରୀ ଅଛନ୍ତି। ଏବେବି ୮ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗା ବୁଡ଼ି ପରେ ୨୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିଲେ।

ଗତକାଲି ମଧ୍ୟାହ୍ନରେ ଲୋକମାନେ ଏକ ଦେଶୀ ଡଙ୍ଗାରେ ପୂର୍ବ ଗୋଦାବରୀ ଜିଲ୍ଲା ଆଇ ପୋଲାଭରମ୍‌ରୁ ପଶୁଲଙ୍କା ଯାଉଥିବା ବେଳେ ଏକ ନିର୍ମାଣାଧୀନ ପୋଲକୁ ଧକ୍କା ଦେଇ ଏହା ବୁଡ଼ି ଯାଇଥିଲା। ନିଖୋଜଙ୍କୁ ଖୋଜିବାକୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story