ବୋକୋ ହାରମ୍ ଆକ୍ରମଣ ଯୋଗୁଁ ୧୦ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଛାଡିଛନ୍ତି

ଆବୁଜା (ନାଇଜେରିଆ): ନାଇଜେରିଆ ଓ ଏହାର ପଡୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ସଂଗଠନ ବୋକୋ ହାରମ୍ ଆକ୍ରମଣ ଯୋଗୁଁ ପାଖାପାଖି ୧୦ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଛାଡିଛନ୍ତି। ଛାତ୍ରଛାତ୍ରୀଙ୍କୁ ଅପହରଣ,ହତ୍ୟା ଓ ବଳାତ୍କାର ଯୋଗୁଁ ସ୍କୁଲ ଛାଡିଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ତଥ୍ୟ ଦେଇଛି ମିଳିତ ଜାତିସଂଘର ଚିଲଡ୍ରେନ୍ ଏଜେନ୍ସୀ। ଜାଇଜେରିଆ, କ୍ୟାମରୁନ୍, ଛାଦ୍ ଓ ନିଗରରେ ପ୍ରାୟ ୨୦୦୦ରୁ ଅଧିକ ସ୍କୁଲ ବୋକୋହାରମ ଆତଙ୍କବାଦୀ ସଂଗଠନର ଆକ୍ରମଣ  ଓ ଭୟ ଯୋଗୁଁ ବନ୍ଦ ହୋଇଛି। ଏନେଇ […]

nigeria-schools.

Rakesh Mallick
  • Published: Tuesday, 22 December 2015
  • , Updated: 04 May 2017, 03:44 PM IST

ଆବୁଜା (ନାଇଜେରିଆ): ନାଇଜେରିଆ ଓ ଏହାର ପଡୋଶୀ ରାଷ୍ଟ୍ରରେ ଆତଙ୍କବାଦୀ ସଂଗଠନ ବୋକୋ ହାରମ୍ ଆକ୍ରମଣ ଯୋଗୁଁ ପାଖାପାଖି ୧୦ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଛାଡିଛନ୍ତି। ଛାତ୍ରଛାତ୍ରୀଙ୍କୁ ଅପହରଣ,ହତ୍ୟା ଓ ବଳାତ୍କାର ଯୋଗୁଁ ସ୍କୁଲ ଛାଡିଥିବା ସୂଚନା ମିଳିଛି। ମଙ୍ଗଳବାର ଏହି ତଥ୍ୟ ଦେଇଛି ମିଳିତ ଜାତିସଂଘର ଚିଲଡ୍ରେନ୍ ଏଜେନ୍ସୀ। ଜାଇଜେରିଆ, କ୍ୟାମରୁନ୍, ଛାଦ୍ ଓ ନିଗରରେ ପ୍ରାୟ ୨୦୦୦ରୁ ଅଧିକ ସ୍କୁଲ ବୋକୋହାରମ ଆତଙ୍କବାଦୀ ସଂଗଠନର ଆକ୍ରମଣ  ଓ ଭୟ ଯୋଗୁଁ ବନ୍ଦ ହୋଇଛି। ଏନେଇ ଜାତିସଂଘ ଚିନ୍ତା ପ୍ରକଟ କରିଛି। ବୋକ ହାରାମକୁ ରଖିବାକୁ ଜାତି ସଂଘ ପଦକ୍ଷେପ ନେବା ଉଚିତ ବୋଲି ଏଜେନ୍ସୀ ଦାବି କରିଛି।

Related story