ଜାଲିଆନାୱାଲାବାଗ୍‌ ଗଣହତ୍ୟା: ଶହେ ବର୍ଷ ପରେ ଅନୁତାପ କଲା ବ୍ରିଟେନ୍‌

ଲଣ୍ଡନ୍‌: ୧୯୧୯ ମସିହାରେ ବ୍ରିଟିଶ୍‌ ସେନା ଅମୃତସରଠାରେ ଘଟାଇଥିବା ଗଣହତ୍ୟା ପାଇଁ ଏହାର ଶହେ ବର୍ଷ ପରେ ବ୍ରିଟେନ ଅନୁତପ୍ତ ଥିବା ଜଣାଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଟେରେସା। କିନ୍ତୁ ସେ ଏଥିପାଇଁ ସମ୍ପୂର୍ଣ୍ଣ କ୍ଷମା ମାଗିନଥିବା ଜଣାଯାଇଛି। ଆସନ୍ତା ଏପ୍ରିଲ ୧୩ରେ ଏହି ଗଣହତ୍ୟା ଘଟଣାର ଶତବାର୍ଷିକୀ ପାଳିତ ହେବା ପୂର୍ବରୁ ସେ କହିଛନ୍ତି, ଏହି ସମୟରେ ଯାହା ଘଟିଥିଲା ଏବଂ ଯେଉଁ ଯନ୍ତ୍ରଣା ଭାରତୀୟମାନଙ୍କୁ ଦେଇଥିଲା ସେଥିପାଇଁ ତାଙ୍କ ଦେଶ ଗଭୀର ଭାବେ ଅନୁତପ୍ତ। ତାଙ୍କର […]

jalianawalabag

jalianawalabag

Subrat Kumar Nayak
  • Published: Wednesday, 10 April 2019
  • Updated: 10 April 2019, 09:28 PM IST

Sports

Latest News

ଲଣ୍ଡନ୍‌: ୧୯୧୯ ମସିହାରେ ବ୍ରିଟିଶ୍‌ ସେନା ଅମୃତସରଠାରେ ଘଟାଇଥିବା ଗଣହତ୍ୟା ପାଇଁ ଏହାର ଶହେ ବର୍ଷ ପରେ ବ୍ରିଟେନ ଅନୁତପ୍ତ ଥିବା ଜଣାଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଟେରେସା। କିନ୍ତୁ ସେ ଏଥିପାଇଁ ସମ୍ପୂର୍ଣ୍ଣ କ୍ଷମା ମାଗିନଥିବା ଜଣାଯାଇଛି। ଆସନ୍ତା ଏପ୍ରିଲ ୧୩ରେ ଏହି ଗଣହତ୍ୟା ଘଟଣାର ଶତବାର୍ଷିକୀ ପାଳିତ ହେବା ପୂର୍ବରୁ ସେ କହିଛନ୍ତି, ଏହି ସମୟରେ ଯାହା ଘଟିଥିଲା ଏବଂ ଯେଉଁ ଯନ୍ତ୍ରଣା ଭାରତୀୟମାନଙ୍କୁ ଦେଇଥିଲା ସେଥିପାଇଁ ତାଙ୍କ ଦେଶ ଗଭୀର ଭାବେ ଅନୁତପ୍ତ।

ତାଙ୍କର ଏହି ମନ୍ତବ୍ୟ ପରେ, ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟିର ନେତା ଜେରେମୀ କର୍‌ବିନ୍‌ ‘ସମ୍ପୂର୍ଣ୍ଣ ଓ ସ୍ପଷ୍ଟ କ୍ଷମା’ ମାଗିବାକୁ ଆହ୍ୱାନ କରିଛନ୍ତି।

୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ହଜାର ହଜାର ନିରସ୍ତ୍ର ବିଦ୍ରୋହୀ ଭାରତୀୟଙ୍କ ଉପରେ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟିଶ ସେନା ଅତି ବୀଭତ୍ସ ଢଙ୍ଗରେ ଆଖିବୁଜା ଗୁଳିମାଡ଼ କରି ଗଣହତ୍ୟା କରିଥିଲେ। ଯଦିଓ ବ୍ରିଟିଶ୍‌ ରେକର୍ଡ କହୁଛି ଏହି ଘଟଣାର ସହିଦଙ୍କ ସଂଖ୍ୟା ୪୦୦, ଭାରତୀୟ ହିସାବ କହୁଛି ସହିଦଙ୍କ ସଂଖ୍ୟା ୧୦୦୦।

୨୦୧୩ ମସିହାରେ ଏହି ସ୍ଥାନର ପରିଦର୍ଶନରେ ଆସିଥିବା ତତ୍କାଳୀନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ‘ଗଭୀର ଲଜ୍ଜାଜନକ’ ବୋଲି ଅଭିହିତ କରିଥିଲେ କିନ୍ତୁ ସମ୍ପୂର୍ଣ୍ଣ କ୍ଷମା ମାଗିନଥିଲେ। ଏପରି ଦୟନୀୟ ଭାବରେ ନରସଂହାର କରାଯାଇଥିବା ସ୍ଥାନରେ ଆସନ୍ତା ଶନିବାର ସହିଦଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆୟୋଜିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story