ବୁରୁଣ୍ଡିରେ ସିରିଜ୍ ଆକ୍ରମଣ: ୪ ପୋଲିସ୍ ମୃତ, ୩୦ ଗୁରୁତର

ବୁଜୁମ୍ୱୁରା:  ଦକ୍ଷିଣ ଆଫ୍ରିକର ବୁରୁଣ୍ଡିରେ ଏକାଧିକ ପ୍ରଦେଶରେ କିଛି ସମୟର ବ୍ୟବଧାନ ମଧ୍ୟରେ ହୋଇଥିବା ସିରିଜ୍ ଗ୍ରେନଡରେ ଆକ୍ରମଣରେ ୪ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆହୁରି ୩୦ରୁ ଅଧିକ ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଠାରେ ଆଗକୁ ରାଷ୍ଟ୍ରପତିଙ୍କ ନିର୍ବାଚନ ଥିବା ବେଳେ ଏହାକୁ ଭଣ୍ଡରୁ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ବୁରୁଣ୍ଡିରେ ଜୁନ୍ ୨୯ ତାରିଖରେ ସଂସଦ ନିର୍ବାଚନ ହେବାର ଅଛି। ତା’ପରେ ଜୁଲାଇ ୧୫ ତାରିଖରେ ହେବ ରାଷ୍ଟ୍ରପତି […]

peshawar-

peshawar-

Rakesh Mallick
  • Published: Monday, 22 June 2015
  • Updated: 04 May 2017, 03:45 PM IST

Sports

Latest News

ବୁଜୁମ୍ୱୁରା:  ଦକ୍ଷିଣ ଆଫ୍ରିକର ବୁରୁଣ୍ଡିରେ ଏକାଧିକ ପ୍ରଦେଶରେ କିଛି ସମୟର ବ୍ୟବଧାନ ମଧ୍ୟରେ ହୋଇଥିବା ସିରିଜ୍ ଗ୍ରେନଡରେ ଆକ୍ରମଣରେ ୪ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଆହୁରି ୩୦ରୁ ଅଧିକ ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏଠାରେ ଆଗକୁ ରାଷ୍ଟ୍ରପତିଙ୍କ ନିର୍ବାଚନ ଥିବା ବେଳେ ଏହାକୁ ଭଣ୍ଡରୁ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି।

ବୁରୁଣ୍ଡିରେ ଜୁନ୍ ୨୯ ତାରିଖରେ ସଂସଦ ନିର୍ବାଚନ ହେବାର ଅଛି। ତା’ପରେ ଜୁଲାଇ ୧୫ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ବୁରୁଣ୍ଡି ରାଷ୍ଟ୍ରପତି ପିଏରେ ନକୁରୁନଜିଜା ପୁଣି ଥରେ ଏହି ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ପ୍ରାର୍ଥୀ ହୋଇଛନ୍ତି। ଆଉ ଏହାକୁ ତାଙ୍କ ବିରୋଧୀ ମାନେ ବିରୋଧ କରୁଛନ୍ତି। ଗତ ଏପ୍ରିଲ ମାସରେ ରାଷ୍ଟ୍ରପତି ନକୁରୁନଜିଜା ଘୋଷଣା କରିଥିଲେ ଯେ ସେ ଆଉ ଥରେ ରାଷ୍ଟ୍ରପତି ହେବେ। ଆଉ ତା’ପରଠାରୁ ଏହାକୁ ନେଇ ଦେଶରେ ବିରୋଧୀମାନେ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ସେମାନେ ତାଙ୍କ ଉପରେ ଚାପ ପକାଇବା ପାଇଁ ଓ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଏହି ଆକ୍ରମଣ କରିଥିବା କୁହାଯାଉଛି।

ଏପ୍ରିଲ ମାସରୁ ବୁରୁଣ୍ଡିର ବିଭିନ୍ନ ପ୍ରଦେଶରେ ଏହାକୁ ନେଇ ହିଂସାକାଣ୍ଡ ଘଟି ଆସୁଛି। ଏଥିଯୋଗୁ ଗତ ଦୁଇ ମାସରେ ଦେଶରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ହିଂସାକାଣ୍ଡ ଓ ଆନ୍ଦୋଳନ ଆଦି କରିବା ଅଭିଯୋଗରେ ୧୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story