ସି-ଭୋଟର ସର୍ଭେ ରିପୋର୍ଟ, ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ବେଶୀ ପସନ୍ଦ, ଓଡ଼ିଶାରେ ବିଜେପିର ବଢିବ ସିଟ୍‌

  ନୂଆଦିଲ୍ଲୀ: ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ଥିଲେ ବି ଯଦି ଏବେ ନିର୍ବାଚନ ହୁଏ ତେବେ ଜାତୀୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ।  ପ୍ରଧାନମନ୍ତ୍ରୀ  ପ୍ରାର୍ଥୀ ପାଇଁ କଂଗ୍ରେସର ନୂତନ ସଭାପତି ତଥା ଦଳର ପୋଷ୍ଟର ବୟ ରାହୁଲ ଗାନ୍ଧିଙ୍କୁ ପୋଜେକ୍ଟ କରଯାଉଥିଲେ ମଧ୍ୟ ସେଭଳି କିଛି ରାଜନୈତିକ ଫାଇଦା ମିଳିବା ଆଶା କ୍ଷୀଣ। ଆଉ ମୋଦିଙ୍କୁ ଟକର ଦେବାକୁ ରାହୁଲ ସକ୍ଷମ ନୁହଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।  ଅର୍ଥାତ ଯଦି […]

k-3333

k-3333

Ordigital Desk
  • Published: Saturday, 20 January 2018
  • Updated: 20 January 2018, 07:46 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ଥିଲେ ବି ଯଦି ଏବେ ନିର୍ବାଚନ ହୁଏ ତେବେ ଜାତୀୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ।  ପ୍ରଧାନମନ୍ତ୍ରୀ  ପ୍ରାର୍ଥୀ ପାଇଁ କଂଗ୍ରେସର ନୂତନ ସଭାପତି ତଥା ଦଳର ପୋଷ୍ଟର ବୟ ରାହୁଲ ଗାନ୍ଧିଙ୍କୁ ପୋଜେକ୍ଟ କରଯାଉଥିଲେ ମଧ୍ୟ ସେଭଳି କିଛି ରାଜନୈତିକ ଫାଇଦା ମିଳିବା ଆଶା କ୍ଷୀଣ। ଆଉ ମୋଦିଙ୍କୁ ଟକର ଦେବାକୁ ରାହୁଲ ସକ୍ଷମ ନୁହଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।  ଅର୍ଥାତ ଯଦି ଏବେ ସାଧାରଣ ନିର୍ବାଚନ ହୁଏ  ମୋଦିଙ୍କର ହିଁ ବିଜୟ ସମ୍ବାବନା ବେଶୀ।  କିନ୍ତୁ ୨୦୧୪ ଅପେକ୍ଷା ଏବେ ମୋଦିଙ୍କୁ ଅଧିକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦେଶବ୍ୟାପୀ ସି-ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ପ୍ରକାଶ ପାଇଛି। 

ଗତ ୨୨ ବର୍ଷ ଧରି ସି-ଭୋଟର ପକ୍ଷରୁ ଏଭଳି ସର୍ଭେ କରାଯାଇ ଆସୁଛି।  ଚଳିତ ଥର ଗତ ଡିସେମ୍ବର ୨୦୧୭ରୁ  ଜାନୁଆରୀ ୨୦୧୮ ମଧ୍ୟରେ ଏହି ସର୍ଭେ କରାଯାଥିଲା। ଏହି ସର୍ଭେ ଅନୁଯାୟୀ ଦେଶର ୬୬ ପ୍ରତିଶତ ଜନତା ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି ବୋଲି  ଚାହାନ୍ତି। ଅନ୍ୟପଟେ  ପ୍ରଧାନମନ୍ତ୍ରୀ ପଦ ପାଇଁ  ରାହୁଲଙ୍କ ସପକ୍ଷରେ ମାତ୍ର ୨୮ ପ୍ରତିଶତ ଜନସମର୍ଥନ ରହିଛି। ସେହିପରି ୬ ପ୍ରତିଶତ ଲୋକେ କାହାରି ସପକ୍ଷରେ ମତ ଦେଇ ନାହାନ୍ତି। ସେମାନେ ନନ୍‌ ଅଫ ଦି ଏବଭକୁ ବାଛିଛନ୍ତି। ସବୁଠୁ ରୋଚକ କଥା ହେଉଛି ଏଥର ନୂଆ କରି ରାଜନୀତି ମଇଦାନକୁ ଲମ୍ପ ମାରିଥିବା ତାମିଲ ସୁପର ଷ୍ଟାର୍ ରଜନୀକାନ୍ତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ତେବେ ୨୦୧୭ରେ ହୋଇଥିବା ସର୍ଭେରେ  ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ସବୁଠୁ ଉପଯୁକ୍ତ ପ୍ରାର୍ଥୀ ଥିଲେ।  ଏହି ସର୍ଭେ ତାଲିକାରେ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ମୁଲାୟମ ସିଂ ଥିଲେ।  ହେଲେ ସମସ୍ତଙ୍କ ଠାରୁ ମୋଦି ଅଧିକ ଯୋଗ୍ୟ ବିବେଚିତ ହୋଇଥିଲେ। 

ସେତେବେଳେ ମୋଦିଙ୍କ ସପକ୍ଷରେ ୬୨.୭ ପ୍ରତିଶତ ମତ, ରାହୁଲଙ୍କ ପାଇଁ ୧୨.୬ ପ୍ରତିଶତ, ସୋନିଆଙ୍କ ସପକ୍ଷରେ ୪.୩ ପ୍ରତିଶତ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସପକ୍ଷରେ ୪.୩ ପ୍ରତିଶତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୧.୬ ପ୍ରତିଶତ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସପକ୍ଷରେ ୧.୭ ପ୍ରତିଶତ ଏବଂ ମାୟାବତୀଙ୍କ ସପକ୍ଷରେ  ୦.୫ ପ୍ରତିଶତ ଭୋଟ ଥିଲା।  ସେହିପରି ରିପବ୍ଲିକ୍ ଟିଭି ଚ୍ୟାନେଲ୍ ରିପବ୍ଲିକ୍-ସିଭୋଟର ନ୍ୟାସନାଲ ଆପ୍ରୁଭାଲ୍ ରେଟିଂ ପକ୍ଷରୁ ଓଡ଼ିଶା ରାଜନୀତିକୁ ନେଇ ଏକ ସର୍ଭେ ରିପୋର୍ଟ ଆସିଛି। ଯଦି  ଏବେ ଭୋଟ୍ ହୁଏ  ଓଡ଼ିଶାରେ ବିଜେପିକୁ ୧୩ଟି ଲୋକସଭା ଆସନ ଏବଂ ବିଜେଡିକୁ ୮ଟି ଏମପି ସିଟ୍‌ ମିଳିବ ବୋଲି ଆକଳନ ହୋଇଛି ।  ବିଜେପିର ଭୋଟ୍ ପ୍ରତିଶତ ୨୬.୮ରୁ ୩୯ ପ୍ରତିଶତକୁ ବଢ଼ିବା ସମ୍ଭାବନା ଥିବା ବେଳେ ବିଜେଡିର ଭୋଟ୍ ପ୍ରତିଶତ ୪୧.୧ ପ୍ରତିଶତରୁ ୩୩.୪ ପ୍ରତିଶତକୁ ଖସିବା ନେଇ ସର୍ଭେରୁ ପୂର୍ବାନୁମାନ ହୋଇଥିଲା। ଅପରପକ୍ଷରେ କଂଗ୍ରେସ ଭୋଟ୍ ହାର ୨୦୧୪ ତୁଳନାରେ ୨୧.୫ ପ୍ରତିଶତରୁ ୧୭.୨ ପ୍ରତିଶତକୁ ଖସି ଆସିବା ନେଇ ରିପବ୍ଲିକ୍ ଚ୍ୟାନେଲ୍ ପୂର୍ବାନୁମାନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story